April 30, 2026

ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

IMG-20260109-WA0072
Share

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ଉତ୍ସବ ପାଳନ ହୋଇଯାଇଅଛି ମୁଖ୍ୟଅତିଥି ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକରସାହୁ, ମୁଖ୍ୟବକ୍ତା ସାରୁଅ ଓ ଜୟୀମଙ୍ଗଳ ସରକାରି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ୍ଵର ମିଶ୍ର,ସମ୍ମାନୀତଅତିଥି ଶିକ୍ଷାବିତ ରେହମତ ଅଲ୍ଲୀ, ସିରା ସିସି ସନ୍ଧ୍ୟାରାଣୀ ରଥ,ଶୀନା ବାସନଶ୍ର, ବିଦ୍ଯାଳୟ ପରିଚାଳନା କମିଟି ସଭାପତି ପ୍ରକାଶ କୁମାର ରାଉତ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ସୁଶ୍ରୀ ସୁନିତା ବାହୁବଳେନ୍ଦ୍ର,କୁଶପଲ୍ଲା ଅପର ପ୍ରାଇମେରି ବିଦ୍ୟାଳୟର ପ୍ରଧାନଶିକ୍ଷକ ନଵଘନ ସାହୁ, ସଂଯୋଜକ ସହକାରୀ ଶିକ୍ଷକ ଅଭୟ କୁମାର ସୁବୁଦ୍ଧି ଓ ସଭାପତି ସରକାରୀ ବାଳିକା ଉଚ୍ଚବିଜ଼୍ଯାଳୟ ର ପ୍ରଧାନଶିକ୍ଷୟତ୍ରି ମିନିସାସ୍ଵାଇଁ ଶାନ୍ତି ଶୃଙ୍ଗଳାର ସହିତ ଉତ୍ସବ ପାଳନ କରି ଚମ୍ପିୟାନ ଧରତ୍ରୀ ସାହୁ ଓ ବିଭିନ୍ନ ବିଭାଗରେ ପ୍ରଥମ,ଦିତୀୟ, ତୃତୀୟ ସ୍ଥାନ ଅଧୀକାର କରିଥିବା ପିଲାମାନଙ୍କୁ ପୁରଷ୍କାର ବିତରଣ କରିଥିଲେ

You may have missed