April 24, 2026

ଵଡବେରେଣା ସେବା ସମବାୟ ସମିତି ଲିଃ ନୂତନ କାର୍ଯ୍ୟଳୟଗୃହର ଶୁଭ ଉଦ୍‌ଘାଟନ 

IMG-20260109-WA0051
Share

ଵଡବେରେଣା ସେବା ସମବାୟ ସମିତି ଲିଃ ନୂତନ କାର୍ଯ୍ୟଳୟଗୃହର ଶୁଭ ଉଦ୍‌ଘାଟନ    ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ଆଜି ତା9.1.26ରିଖ ବଡବେରେଣା ସେବା ସମବାୟ ସମିତି ଲିଃ ନୂତନ ଗୃହ ଉଦ୍‌ଘାଟନ ହୋଇ ଯାଇଅଛି ମୁଖ୍ୟଅତିଥି ଭାବରେ ଖୋରଧା ଜିଲ୍ଳାଉପନିବନ୍ଧ ସେବାସମବାୟ ସମୂହ ଖୋରଧାଡି ଭିଜନର ମୁଖ୍ୟ ଅଳକାନନ୍ଦାଜେନା, ସହକାରୀ ନିବନ୍ଧକ ଭାଗବତ ମାରାଣ୍ଡି, ବଡବେରେଣା ସେବା ସମବାୟ ସମିତିର ସଭାପତି ପରମାନନ୍ଦ ମହାପାତ୍ର, ସମାଜସେବୀ ରାମଚନ୍ଦ୍ର ମହାପାତ୍ର ଉପସଭାପତି ପ୍ରମିଳା ବେହେରା,ସବିତା ରାଣି ପଣ୍ଡା, ଅରୁଣ ମହାପାତ୍ର,କାହ୍ନୁଚରଣ ସାହୁ, ସୁକଦେବ ସାହୁ, ମହାଦେବ ଗୁରୁ, ବିଦ୍ୟାଧର ପ୍ରଧାନ, ବଂଶିଧର ପାଣିଗ୍ରାହି ଓ ବଡବେରେଣାସମବାୟ ସମିତିର ସମ୍ପାଦକମଦନମୋହନ ସାହୁ ଙ୍କ ସହିତ ତାଙ୍କ କର୍ମଚାରୀ ମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିଲେ

You may have missed