ନିକିତି ତରଲରେ ମୋହନ ସରକାର – ପୁସ୍ତକ ଉନ୍ମୋଚିତ l
ଆଜି ପୁରୀ ୟୁଥ୍ ହଷ୍ଟେଲ ରେ 18ମାସ ସରକର ନିକିତି ତଉଲରେ ବିଜେପି ମୋହନ ମାଝି ସରକାର ପୁସ୍ତକ ଉନ୍ମୋଚନ କାର୍ଯକ୍ରମ ଓଡିଶା ସାମ୍ମିଳିତ କର୍ମଜୀବି ସାମ୍ବାଦିକ ସଂଘ ପୁରୀ ସାଖା ତରଫରୣ ଆୟଜିତ ହେଉଛି l ଏହି ପୁସ୍ତକ ଟିକୁ କୁ ଆମ ଭାରତର ସାମ୍ମିଲିତ ସାମ୍ବାଦିକ ସଂଘ ସଭାପତି ଏମ୍ବା ଉତ୍କଳ ମେଲର ଓନର୍ଡ ଡ୍କ୍ତର ପିତବାସ ମିଶ୍ର ବହିଟିକୁ ଲେଖିଛନ୍ତି ଏବିଙ୍ଗ ଏହାକୁ ପୂର୍ବତନ ବିଜେପି ବିଧାୟକ ଜୟନ୍ତ ସଡଙ୍ଗି, ପୁରୀଜିଳ୍ଲା ବିଜେପି ସଭାପତି ଡକ୍ତର ଦେବେନ୍ଦ୍ର ତରେଇ, ସମାଜ ସେବି ଚକ୍ରଧର ମହାପାତ୍ର , ପୁର୍ବତନ ଚେୟରମ୍ୟାନ ଗୈରହରି ପ୍ରଧାନ ଓଡିଶା ବିଜେଡି ଜୁବ ନେତା ଷ୍ଟାଲିନି ପରିଜା , ବ୍ରାହ୍ମଣ ସଭାପତି ଲେକାନଥ ମିଶ୍ର, ସାମ୍ବଦିକ ମାନସ ମହାପାତ୍ର , ସମାଜ ସେବି ଗଦାଧର ବରାଳ , OUWJ ପୁରୀ ଜିଲ୍ଳା ସମ୍ପାଦକ ଜୟକୃଷ୍ଣ ଦାସ ତଥା ସବୁ ସଦସ୍ୟ ଉପସ୍ତିତ ରହି, ପୁରୀ ଜଗନ୍ନାଥ ଧାମର ସମସ୍ତେ ମିଶି କିପରି ଉନ୍ନତି ହେବ ସରକାର କୂ ଏହି ପୁସ୍ତକ ମାଧ୍ୟମରେ ଜଣାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
