March 10, 2026

ଆଜି ପବିତ୍ର ନୂଆଁଖାଇରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ‘ସିଏମ କିଷାନ ସହାୟତା’ର ଶୁଭାରମ୍ଭ..

IMG-20240908-WA0033
Share

     ଆଜି ପବିତ୍ର ନୂଆଁଖାଇରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ‘ସିଏମ କିଷାନ ସହାୟତା’ର ଶୁଭାରମ୍ଭ ଏବଂ ‘ସିଏମ କିଷାନ ପୋର୍ଟାଲ’ର ଉନ୍ମୋଚନ ଅବସରରେ,ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ସ୍ଵାଇଁ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ,ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଓ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ସହ ଯୋଗ ଦେଇଛନ୍ତି ।