March 10, 2026

ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଙ୍ଗ ଠାରେ ଆୟୋଜିତ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ାପାଟଣା ଶକ୍ତିକେନ୍ଦ୍ରର ‘ବୁଥ ସ୍ତରୀୟ ସଦସ୍ୟତା ଅଭିଯାନ’ କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, କଟକ ଜିଲ୍ଲା ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ….

IMG-20240908-WA0005
Share

      ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଙ୍ଗ ଠାରେ ଆୟୋଜିତ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ାପାଟଣା ଶକ୍ତିକେନ୍ଦ୍ରର ‘ବୁଥ ସ୍ତରୀୟ ସଦସ୍ୟତା ଅଭିଯାନ’ କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, କଟକ ଜିଲ୍ଲା ସଭାପତି ଶ୍ରୀ ରାମ ନାରାୟଣ ମହାନ୍ତି, ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀ ନେତା ଶ୍ରୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସହ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଯୋଗଦେଇଛନ୍ତି l

 

ସମାଜର ସବୁ ବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ତଥା ଯୋଡ଼ି ହେବା ସହ ରାଜ୍ୟରେ ୧ କୋଟି ସଦସ୍ୟଙ୍କୁ ଭାଜପାରେ ସାମିଲ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଆମର ଲକ୍ଷ୍ୟ l

 

ଏହି ଅଭିଯାନରେ ସାମିଲ ହେବା ପାଇଁ ୮୮୦୦୦୦୨୦୨୪ ରେ ମିସ୍ଡ଼କଲ କରନ୍ତୁ, ଭାଜପାର ସଦସ୍ୟ ହୁଅନ୍ତୁ ଏବଂ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ନିଜର ଯୋଗଦାନକୁ ସୁନିଶ୍ଚିତ କରନ୍ତୁ l

 

#BJPSadasyata2024