March 7, 2026

ଉମରକୋଟ ନୂତନବର୍ଷ ଉପଲକ୍ଷେ ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ…..

uyt7657
Share

 

ଉମରକୋଟ , ୨୦୦୮ ବର୍ଷ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ସମାରୋହ !
ଉମରକୋଟ ଫାର୍ମ ଆମ୍ବ ବଗିଚା ଠାରେ ଦୀର୍ଘ ୧୫ ବର୍ଷପରେ ପୁଣି ସାଙ୍ଗସାତି ଙ୍କ ଏକତ୍ରିତ ହୋଇ ଏକ ବଣ ଭୋଜିର ଆୟାଜନ କରିଥିଲେ । ଏହି ଭୋଜିରେ ସମସ୍ତଙ୍କ ମତରେ ନିଷ୍ପତି ହୋଇଥିଲା , ସମାଜସେବା ଓ ଆଗାମୀ ଯୁବ ପିଢ଼ି କ୍ରୀଡା ଏବଂ ଶିକ୍ଷା ଉପରେ କେମିତି ଗୁରୁତ୍ଵ ଦେଇ ଆଗକୁ ବଢ଼ିବେ ଏବଂ ଆମ ଜିଲ୍ଲାର ନାମ ସୁନାମ କରିବେ ।ଏହି ବନ୍ଧୁ ମିଳନ ରେ ଲଳିତ ସେଠି, ସତ୍ୟ ନାରାୟଣ ରାଉତ, ସୁଦେବ ନନ୍ଦି, କାର୍ତିକ ଚନ୍ଦ୍ର ନାୟକ, ବଳରାମ ଶର୍ମା, ଦେବାଶିଷ ମଲ୍ଲିକ, ଅଶୋକ ଭାଇ, ମନୋଜ ଦୁର୍ଗା,ଏବଂ ଅନ୍ୟାନ୍ୟ ସାଙ୍ଗ ପ୍ରାୟ 50ଜଣ ଏକତ୍ରିତ ହୋଇ ସେଥି ମଧ୍ୟରୁ କିଛି ସାଙ୍ଗ ସାଥି ରାଜ୍ୟ ବାହାରେ ରହୁଥିବା ଯେହେତୁ ସମସ୍ତେ ଏକାଠି ହୋଇଥିଲେ(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)