ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ନୀଳକଣ୍ଠ

IMG-20231107-WA0015
Share

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ନୀଳକଣ୍ଠ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ପୂର୍ବତନ ଅଧକ୍ଷ ଶ୍ରୀ ନୀଳକଣ୍ଠ ପୂଜାରୀ ବିଜୁ ଜନତା ଦଳ ରୁ ଇସ୍ତଫା ଦେଇ ଥିବାର ଜଣାଯାଇଛି. ସେ କଂଗ୍ରେସ ଦଳରୁ ଗିର୍ଲା ପଞ୍ଚାୟତ ରୁ ସମିତି ସଭ୍ୟ ଏବଂ ବ୍ଲକ ଅଧକ୍ଷ ହୋଇଥିଲେ ତାଙ୍କ ସହଧର୍ମିଣୀ ଶ୍ରୀମତୀ ମଥୁରା ମଣି ପୂଜାରୀ ଗୁମୁଡ଼ା ପଞ୍ଚାୟତ ରୁ ଥରେ ସମିତି ସଭ୍ୟା ଓ ସରପଞ୍ଚ ମଧ୍ୟ ଥିଲେ ବୋଲି ଜଣାଯାଇଛି ଶ୍ରୀ ପୂଜାରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଇସ୍ତଫା ପତ୍ର ଦଳୀୟ ସଭାପତି ଓ କାର୍ଯ୍ୟ କାରି ସଭାପତିଙ୍କୁ ପ୍ରେରଣ କରିଥିବା ସହ ସେ ଘୋରାଇ କାର୍ଯ୍ୟ ବ୍ୟସ୍ତତା କାରଣ ରୁ ଦଳର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇଥିବା ଗଣ ମାଧ୍ୟମ କୁ ସୂଚନା ଦେଇ ଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed