ଆଜିର ଖବର..
୧-ପାର୍ବଣକୁ ପାଣିଚିଆ କରିପାରେ ବର୍ଷା, ଆସୁଛି ଲଘୁଚାପ, ଓଡ଼ିଶା ମୁହାଁଇପାରେ।
୨-ଆସନ୍ତାକାଲି ଓଡିଶା ବନ୍ଦ ପାଇଁ ଇଣ୍ଡିଆ ବ୍ଲକର ଚୂଡାନ୍ତ ପ୍ରସ୍ତୁତି: ଜରୁରୀକାଳୀନ ସେବା ବାଦ୍ ଆଉ ସବୁ ବନ୍ଦ୍।
୩-ଛାତ୍ର ସଂସଦ ନିର୍ବାଚନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: କ୍ୟାମ୍ପସ ବୁଲିବେ ଜିଲ୍ଲାପାଳ ଓ ଏସ୍ପି।
୪-ବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ STFର ଚଢାଉ ।
୫-ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ପାଇଁ ବଡ଼ ଖବର, ଅକ୍ଟୋବର ୭, ୮ ଓ ୯ରେ ରାଜ୍ୟବ୍ୟାପୀ ଚାଲିବ ସ୍ୱତନ୍ତ୍ର ଅଭିଯାନ।
୬-ପୁରୀ ବିମାନବନ୍ଦର ସ୍ୱପ୍ନକୁ ବଡ଼ ଗତି; ମିଳିଲା CRZ କ୍ଲିୟରାନ୍ସ, ଖୁବଶୀଘ୍ର ଆରମ୍ଭ ହୋଇପାରେ ନିର୍ମାଣ କାର୍ଯ୍ୟ।
୭-ଏସିଆନ୍ ଗେମ୍ସରେ ଗୋଲ୍ଡ ଜିତି ଓଡ଼ିଶା ଫେରିଲେ ଦୁଇ ହକି ତାରକା; ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା,
ଭୁବନେଶ୍ୱରରେ ଦିଆଗଲା ଗ୍ରାଣ୍ଡ ୱେଲକମ୍।
୮-ଛାତ୍ର ସଂସଦ ନିର୍ବାଚନ ପାଇଁ ପୋଲିସର ବଡ଼ ପ୍ରସ୍ତୁତି, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ ରହିବ କଡ଼ା ନଜର।
୯-କଟକ ଦୁର୍ଗା ପୂଜା ନେଇ ପୋଲିସର ସ୍ପେଶାଲ ଡ୍ରାଇଭ ,ଧରା ହୋଇଛନ୍ତି ୧୬୨ ଜଣ NBW ଅପରାଧି।
୧୦-ନୟାପଲ୍ଲୀ:ମା’-ଝିଅଙ୍କ ଗଞ୍ଜେଇ ବେପାର,୨୧ କିଲୋ ଗଞ୍ଜେଇ ଜବତ,୩ ଜଣ ଗିରଫ।
୧୧-ଭୁବନେଶ୍ୱର:୨୨ଦିନରେ ୩୩୪୭ଟି ପ୍ରତିଷ୍ଠାନର ଅଗ୍ନିଶମ ନିରାପତ୍ତା ଅଡିଟ୍ କରାଯାଇଛି।
୧୨-ଇଣ୍ଡିଆ ବ୍ଲକ୍ ଆନ୍ଦୋଳନକୁ ବିଜେଡିର ସମର୍ଥନ,ନବୀନଙ୍କ ଆଭିମୁଖ୍ୟକୁ ନେଇ ବଢିଲାଣି ଚର୍ଚ୍ଚା।
୧୩-ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ଘଟଣାର ଖୋଳତାଡ଼, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା।
୧୪-ସୁନାବେଡାରେ ରାଜନାଥଙ୍କ ବଡ଼ ଘୋଷଣା; HALର ୨୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର, ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ଲାଇନ୍ ଶୁଭାରମ୍ଭ।
୧୫-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଦଳକୁ ଫେରିଲେ ଭୁବନେଶ୍ୱର କୁମାର।
୧୬-ଶ୍ରେୟସଙ୍କ ସୁପର ଶୋ: ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ବିସ୍ଫୋରକ ଶତକ ହାସଲ କଲେ କ୍ୟାପ୍ଟେନ୍, ହାରିଲା ୱେଷ୍ଟଇଣ୍ଡିଜ୍।
୧୭-ଭାରତୀୟ ମହିଳା କ୍ରିକେଟ ଦଳକୁ ମିଳିଲେ ନୂଆ କ୍ୟାପ୍ଟେନ୍, ହରମନପ୍ରୀତଙ୍କ ସ୍ଥାନ ନେଲେ ସ୍ମୃତି ମନ୍ଧାନା।
୧୮-ସୁପ୍ରିମକୋର୍ଟରେ ୩ ନୂଆ ବିଚାରପତିଙ୍କ ଶପଥ, ୩୭କୁ ବଢ଼ିଲା ଜଜଙ୍କ ସଂଖ୍ୟା।
୧୯-ସମୁଦ୍ରରେ ଭାରତର ଦମ୍ଦାର ଏଣ୍ଟ୍ରି; ନୌସେନାକୁ ମିଳିଲା ସ୍ୱଦେଶୀ ‘INS ସୂର୍ଯ୍ୟ’ର ଶକ୍ତି।
୨୦-IAFର ନୂଆ ମୁଖ୍ୟ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ, ଅକ୍ଟୋବର ୩୧ରେ ନେବେ ଦାୟିତ୍ବ।
୨୧-ପଦାର୍ଥ ବିଜ୍ଞାନରେ ବେଲଜିୟମ୍ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍ଙ୍କୁ ମିଳିବ ନୋବେଲ ପୁରସ୍କାର।
୨୨-ଫ୍ରାନ୍ସରେ ଶିକ୍ଷକ ଅଭାବକୁ ନେଇ ହିଂସାତ୍ମକ ଆନ୍ଦୋଳନ,୬୧୦୦ ଗିରଫ, ଅନେକ ଆହତ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
