March 10, 2026

ଅସ୍ତରଙ୍ଗ ର ବିଭିନ୍ନ ଅଞ୍ଚଳରେ ଗଣେଶ ପୂଜା  

IMG-20240907-WA0032
Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ବିଭିନ୍ନ ଅଞ୍ଚଳରେ ବାବା ଗଣପତିଙ୍କର ପୂଜା ଯଥା ବିଧି ଅନୁଯାୟୀ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି । ଅସ୍ତରଙ୍ଗ ବଜାର ର ପ୍ରବେଶ ପଥରେ ଥିବା ଦେବ ୟୁଥ୍ ଫାଉଣ୍ଡେସନ କାର୍ଯ୍ୟାଳୟ ରେ ଏହି ସଂଗଠନ ର ମୁଖ୍ୟ ଦେବ ନାୟକ ଙ୍କ ଉପ ସ୍ଥିତିରେ ସ୍ୱୋତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିବା ବେଳେ,ଅସ୍ତରଙ୍ଗ ହାଇ ସ୍କୁଲ,ସରସ୍ଵତୀ ଶିଶୁ ମନ୍ଦିର ଅସ୍ତରଙ୍ଗ ,ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର୍, ପଟଳଦା ହାଇ ସ୍କୁଲ,ଅସ୍ତରଙ୍ଗ କଲେଜ,ବାବା ଗଣପତି କ୍ଲବ,ଅସ୍ତରଙ୍ଗ ବଜାର,ବେଳାଭୂମି ହାଇସ୍କୁଲ,ମା ସତିମା ଯୁବକ ସଂଘ କଣମଣ,ଗଣେଶ ଷ୍ଟାର କ୍ଲବ ନଗର, କଣମଣ ନଦୀ କୂଳ ମହାବୀର ଛକ , ଗୁଣ୍ଡଳବା ଗ୍ରାମ ସଂଗଠନ ,କୁହୁଡି ଗାନ୍ଧୀ ଯୁବ ସଂଗଠନ ,ଉପ୍ତଳେଶ୍ୱର୍ ଯୁବ ସଂଗଠନ ଛୁରିଆନା , ପ୍ଲୋଲlସମେତ ବହୁ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ମାନଙ୍କରେ ପୂଜା ଅନୁଷ୍ଠିତ ହୋଇ ଯାଇ ଅଛି ।