ବିକସିତ କୃଷି ସଂକଳ୍ପ ଅଭିଯାନ.

ଖୋରଧା ଜିଲ୍ଲା ବେଗୁନିଆ ବ୍ଳକରେ ବିକସିତ କୃଷି ସଂକଳ୍ପ ଅଭିଯାନରେ ଚାଷିମାନଙ୍କୁ ସଚେତନତା କରିବାଲାଗି ଏକ ସଭା ଅନୁଷ୍ଠିତ ହୋଇଯାଇଅଛି ଏଥିରେ ମୁଖ୍ୟଅତିଥି ଭାବରେ ବେଗୁନିଆ ବ୍ଳକ ଚେୟାରମ୍ୟାନ ଲକ୍ଷ୍ମୀନାରାୟଣ ସୁବୁଧି ବୈଜ୍ଞାନିକ କେଭିକେ ଖୋରଧା ସୁରେନ୍ଦ୍ର ସିଂହ, ବୈଜ୍ଞାନିକ ହୋମ ସାଇନିସ୍ ସୁକାନ୍ତି ବେହେରା,ପ୍ରିନିସପାଳscientistICAR cifa Agril Extension ଗୌର ଚନ୍ଦ୍ର ସାହା,ସିଡିଏଓ ରବି ନାରାୟଣ ସେନାପତି ଏଡିଓମନୋ ରଞ୍ଜନ ରାଉଳ, ଏଚଓ ଚିନ୍ମୟି ସାହୁ ଯୋଗ ଦେଇଥିଲେ ଦିଏଓଗଣେଶ୍ଵର ରଥ ସଦ୍ଭାପତିତ୍ଵ କରିଥିଲେ ସହକାରି କୃଷି ଅଧିକାରୀ ଶୁଭ୍ରନ୍ କୁମାର ରାଉଳ ସଭାକୁ ପରିଚାଳନା କରିଥିଲେ ଓଭରସର ସିନିବାସ ଦାସ, ବିଭୂତି ଭୂଷଣ ଦଳବେହେରା, ଆସିସ କୁମାର ଦଳବେହେରା ଉପସ୍ଥିତ ଥିଲେ
ରିପୋର୍ଟର- ମାନସ ରଞ୍ଜନ କର।
