August 30, 2026

ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ରାଜ୍ୟସଭା ନିର୍ବାଚନ ପରେ ପ୍ରଥମ ଗସ୍ତ ଦଳୀୟ କର୍ମୀ ଙ୍କ ସହିତ ଆଲୋଚନା

IMG-20260407-WA0089
Share

 

 

ମୋହନା(ଗଣେଶ ଚନ୍ଦ୍ର ବିଷୋୟୀ)ଆଜି ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ରାଜ୍ୟ ସଭା ନିର୍ବାଚନ ପରେ ନିଜ ନିର୍ବାଚନ ମଣ୍ଡଳୀ ମୋହନା ଗସ୍ତ ରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ମୋହନା ବ୍ଲକ ର ଦୁର୍ଗମ ଅଞ୍ଚଳ ରୁ ଆସିଥିବା ଶତାଧିକ ଦଳୀୟ କର୍ମୀ ଙ୍କ ସହିତ ସାକ୍ଷାତ କରିବା ସଙ୍ଗେ ନିଜ ନିଜ ଅଞ୍ଚଳରେ ଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ବିଭାଗୀୟ ଅଧିକାରୀ ଙ୍କୁ ଲୋକଙ୍କ ଦରକାର ରେ ଆସୁଥିବା କାର୍ଯ୍ୟ ଗୁଡିକ ଠିକ ସମୟରେ ସମ୍ପାଦନ କରିବା ନିମନ୍ତେ ଅନୁରୋଧ କରିଥିଲେ। ବିଧାୟକ ଦାଶରଥି ଙ୍କୁ ସ୍ଥାନୀୟ କର୍ମୀ ମନବଳ ଦୃଢ଼ କରି କାର୍ଯ୍ୟ କରନ୍ତୁ ଆମେ ତୁମ ପଛରେ ଅଛୁ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ।