May 12, 2025

Day: February 7, 2025

ଏସୟୁଜେ ଓଡ଼ିଶା ର ୫ ମ ବାର୍ଷିକ ଉତ୍ସବ..

(ବିପଦକୁ ନ ଡରି ସତ୍ୟର ସାମ୍ନା କର-ମନ୍ତ୍ରୀ ସୁରେଶ ପୂଜାରୀ)   ଭୁବନେଶ୍ୱର(ଗରୁଡ଼ ଧ୍ଵଜ ଚୌଧୁରୀ)ସତ୍ୟ,ଦ୍ଵାପର,ତ୍ରେତୟା ଓ କଳିଯୁଗ ରେ ସଦା ସତ୍ୟର ଜୟ। କଣ୍ଟକିତ ପଥରେ...

ଅବସର ପ୍ରାପ୍ତ ସୈନିକ ପରିବାର ଙ୍କ କୃଷ୍ଣାନନ୍ଦପୁର ଥାନା ଅଧିକାରୀଙ୍କୁ ଶୁଭେଚ୍ଛା ପ୍ରଦାନ..

  ତିର୍ତ୍ତୋଲ(ରଞ୍ଜନ କୁମାର ମଲ୍ଲିକ) ଭାରତୀୟ ସେନାବାହିନୀରେ ଦକ୍ଷତାର ସହିତ କାର୍ଯ୍ୟ କରି ସେବାନିବୃତ ହେଵା ପରେ ଜଗତସିଂହପୁର ଜିଲ୍ଲାର ଭେଟେରାନ ସୈନିକ ପରିବାର ଭାବେ ସାଙ୍ଗଠନିକ...

ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଏବଂ ରାଜ୍ୟ ସରକାରଙ୍କ ଗୃହ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

  ଭୁବନେଶ୍ବର, (ରାଜାରାମ ଷଡ଼ଙ୍ଗୀ): ୨୦୨୪-୨୫ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ ଏବଂ କଲ୍ୟାଣ ନିଗମ ଲିମିଟେଡ୍ (ଓପିଏଚଡବ୍‌ଲୁସି) ଏବଂ ଓଡ଼ିଶା ସରକାରଙ୍କ ଗୃହ...

ଗଜପତି ଆର.କେ.ଏସ.ଏସ. ସ୍ୱେଚ୍ଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ପ୍ରଦାନ —-

  ଗଜପତି(ଗଣେଶ କୁମାର ରାଜୁ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରୁମୁଣ୍ଡା ଗ୍ରାମ କୋଠ ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କୁ ତଥା ଚାଷୀ...

ପାରାଦ୍ଵୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ :ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା- ବିକଶିତ ଭାରତର ପରିକଳ୍ପନା ସାକାର ହେବ – ରାଜ୍ୟପାଳ 

       ପାରାଦ୍ଵୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ :ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା-...

ଭୁବେନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ(ଏସ ୟୁ ଜେ) ର ୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ପାରଳାଖେମୁଣ୍ଡି(ଗରୁଡ଼ ଧ୍ୱଜ ଚୌଧୁରୀ) ଭୁବେନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଙ୍ଘ (ଏସ ୟୁ ଜେ) ର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ...

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋଲନରା ( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ସ୍ଥିତ ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ନବରଙ୍ଗପୁର ଜିଲ୍ଲା ଉମରକୋଟ ର ବ୍ଲାକ ସ୍ପଟ, ଘଟୁଛି ଘନ ଘନ ଦୁର୍ଘଟଣା,ଯାଉଛି ନିରୀହ ଜୀବନ……….

    ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଦୁର୍ଘଟଣା ରୋକିବା ପାଇଁ ଅନେକ ଦାବି ପରେ ମଧ୍ୟ ପଡୁନି ପ୍ରଶାସନ ର ନଜର ।...

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ନାରୀ ରୂପରେ ନାରାୟଣୀ……

    ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ଝରିଗାଁ ବ୍ଲକ ରେ ଦୁର୍ଗମରେ ଅଞ୍ଚଳରେ ଜଣେ ନାରୀ ରୂପରେ ନାରାୟଣୀ, ତାଙ୍କ କଥା ଆଉ ସେବାରେ ରହିଛି ଵିଶଲ୍ୟକରଣୀ ର...

You may have missed