April 25, 2026

ସିମାନ୍ତରେ ନୂତନ ଫାଣ୍ଡିଅଧିକାରୀଙ୍କ ଯୋଗଦାନ…

bgcfgh
Share

 

କୋରାପୁଟ ଜ଼ିଲ୍ଲା ଛତିଶଗଡ଼ ସୀମାନ୍ତ ରେ ଥିବା କୋଟପାଡ଼ ବ୍ଲକର ଚାନ୍ଦିଲି ବିଟ ହାଉସ ରେ ନୂତନ ଭାବରେ ଶ୍ରୀ ନବୀନ କୁମାର ତପ ଫାଣ୍ଡି ଅଧିକାରୀ ଭାବରେ ଯୋଗଦାନ କରିଥିବାର ଜଣାଯାଇଛି. ସେ ଏଥି ପୂର୍ବରୁ ଜୟପୁର ସଦର ଥାନା ରେ ଥିଲେ. ଆଜି ଶ୍ରୀ ତପ ଙ୍କ ସହ ଗଣ ମାଧ୍ୟମ ପ୍ରତିନିଧି ମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ଅଞ୍ଚଳ ର ବିଭିନ୍ନ ସମାସ୍ୟ କୁ ନେଇ ଆଲୋଚନା କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed