November 22, 2024
Share

୧-ଭୁବନେଶ୍ୱର:ଫେବୃୟାରୀରେ ଅସହ୍ୟ ତାତି,୩୩ ଡିଗ୍ରୀ ଛୁଇଁଲା ୧୩ ସହର।

୨-କୋଣାର୍କ:୧୬ରେ ମାଘ ସପ୍ତମୀ ବୁଡ଼,ଭୋର ୪ଟା ୩୪ରେ ଠାକୁରଙ୍କ ସ୍ନାନ ପରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ।

୩-ଭୁବନେଶ୍ୱର:୨୦୨୫ ସୁଦ୍ଧା ସବୁ ପରିବାରକୁ ମିଳିଯିବ ବିଶୁଦ୍ଧ ପାଣି: ମନ୍ତ୍ରୀ।

୪-ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଉ: ରାଜ୍ୟ ସଭାରେ ମାନସ ମଙ୍ଗରାଜଙ୍କ ଦାବି।

୫-ବାଲିଚନ୍ଦ୍ରପୁର: ପ୍ରସିଦ୍ଧ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ,୨୦ ହଜାର ଦର୍ଶକଙ୍କ ସମାଗମ।

୬-ମାଲକାନଗିରି: Reels ନିଶା, ପାଣିରେ ଖସିପଡିଲେ ଦୁଇ ଯୁବତୀ, ଜୀବନ ବଞ୍ଚାଇଲେ ୨ ଡ୍ରାଇଭର।

୭-କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ଫଳ ପ୍ରକାଶିତ।

୮-ନୂଆଦିଲ୍ଲୀ:୨୯ ଟଙ୍କାରେ ମିଳିବ ଚାଉଳ, ଆରମ୍ଭ ହେଲା ଭାରତ ରାଇସ୍ ବ୍ରାଣ୍ଡ।

୯-‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର, ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ବଢ଼ି ୮୦ ହଜାରକୁ ବୃଦ୍ଧି।

୧୦-କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ! ମଦ ପିଇ ଗାଡ଼ି ଚଳାଇଲେ ଫାଇନ୍ ନୁହେଁ ସିଧା ଗିରଫ।

୧୧-ଦେବବ୍ରତଙ୍କୁ ମିଳିବ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’।

୧୨-ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଦୁଇ ଦିନିଆ ରହଣି କାର୍ଯ୍ୟକ୍ରମ।

୧୩-ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ, ୨୫୦ କୋଟି ମଞ୍ଜୁର କଲେ ରାଜ୍ୟ ସରକାର।

୧୪-ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌, ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪୦୦ ରାମ ଭକ୍ତ।

୧୫-ଖୋର୍ଦ୍ଧା, ସୁଦର୍ଶନ ନଗର:ଟ୍ୟୁସନ ସାରଙ୍କ ଘରକୁ ବୋମାମାଡ଼, ଘଟଣାସ୍ଥଳରେ ପୁଲିସର ଛାନଭିନ ଆରମ୍ଭ।

୧୬-ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ; ୭ ମୃତ, ୬୦ରୁ ଅଧିକ ଆହତ।

୧୭-୧୯ ବର୍ଷରୁ କମ ବିଶ୍ଵକପ୍: ସଚିନ-ଉଦୟଙ୍କ ଲଢୁଆ ଅର୍ଦ୍ଧଶତକ, ଦ. ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଭାରତ।

୧୮-ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ : ରିପୋର୍ଟ।

୧୯-୧୬୪୩ କିମି ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼: ଅମିତ୍ ଶାହା।

୨୦-ଚିଲିର ଭାଲପାରାଇସୋ ଅଞ୍ଚଳରେ ଭୟଙ୍କର ବନାଗ୍ନୀ, ଗଲାଣି ୧୨୨ ଜୀବନ।

. 🙏 ସୁପ୍ରଭାତ 🙏