July 6, 2024

ମୋହନା ଗୋଷ୍ଠି ସମ୍ବଳ ସାଧନ କେନ୍ଦ୍ର ଠାରେ କଥନ ଶିକ୍ଷା ପ୍ରଦାନ ————————ସରକାରଙ୍କର ନିର୍ଦେଶ ଅନୁଯାୟୀ

Share

ମୋହନା ଗୋଷ୍ଠି ସମ୍ବଳ ସାଧନ କେନ୍ଦ୍ର ଠାରେ କଥନ ଶିକ୍ଷା ପ୍ରଦାନ ————————ସରକାରଙ୍କର ନିର୍ଦେଶ ଅନୁଯାୟୀ ୧୦ ଜଣ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୧୦ ଜଣ ଅଭିଭାବକ ମାନଙ୍କୁ ନେଇ ଭୌତିକ, ବ୍ୟବହାରିକ ଓ କଥନ ଶିକ୍ଷା ପ୍ରଦାନ କରାଯାଇଥିଲା ।ସମ୍ବଳ ସାଧନ କର୍ମୀ ଶ୍ରୀ ସୁମନ୍ତ ପ୍ରଧାନ ଓ ଶ୍ରୀ ପ୍ରକାଶ କୁମାର ସାହୁ ତାଲିମ୍ ପ୍ରଦାନ କରିଵେ। ଆଜିର କାର୍ଯ୍ୟକ୍ରମର
ପ୍ରଥମ ଦିବସରେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା BSSO ଶ୍ରୀ ସୁଜିତ କୁମାର ନାୟକ ।ABEO cum BRCC ଶ୍ରୀ କେ କୁନା ପାତ୍ର ଓ ABEO ଶ୍ରୀ ଦୁର୍ଗା ପ୍ରସାଦ ପାତ୍ର ସାର୍ ମହୋଦୟଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ଓ ତାଲିମ ର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସମସ୍ତ ଆଇଭି ମାନେ ସହଯୋଗ କରିଥିଲେ। ଶ୍ରୀ ଆର ଦୁଗା ପ୍ରସାଦ ହିସାଵ ରକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ତା ପରେ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

You may have missed