March 10, 2026
IMG-20240906-WA0044
Share

 

କାଶୀନଗର

ତା 6/9/24

କାଶୀନଗର ଥାନା ଅଧିକରି ସୁନୀଲ କୁମାର ବେହେରା ଙ୍କ ନେର୍ଦେଶରେ ରାତ୍ର ପେଟ୍ରୋଲିଙ୍ଗ କଡା କଡ଼ି ହେଉଥିବା ରୁ ରାତିରେ ଏକ କାଠ ବୋଝେଇ ମେକ୍ସ ପିକ ଅପ ଗାଡି (ଓ.ଆର 20 5483)କୁ ପୋଲିସ ତରଫରୁ ଜବତ କରି ସ୍ଥାନୀୟ ଫୋରେଷ୍ଟ କାର୍ଯ୍ୟାଳୟ କୁ ହସ୍ତାନ୍ତର କରିଛନ୍ତି. ସ୍ଥାନୀୟ ବନ ଖଣ୍ଡ ଅଧିକାରୀ ଏସ.କେ ବେହେରାଙ୍କ ସହ ଆମ ପ୍ରତିନିଧି ସାକ୍ଷାତ କରି ବୁଝିବାରୁ କାଶୀନଗରରେ କାଠ ମାଫିଆ ଙ୍କ ବୃଦ୍ଧି ବଢ଼ିବାରେ ଲାଗିଛି ବର୍ତମାନ ଯେଉଁ କାଠ ଜବତ ହୋଇଛି ତାର ଆନୁମାନିକ ମୂଲ୍ୟ ପ୍ରାୟ 40000 ଟଙ୍କା ହେବ ଏବଂ ଜବତ କାଠ କୁ ଓ ଆର କେସ ନଂ 46/24-25 ରେ ମାମଲା ରୁଜୁ କରି ଗାଡି ଓ କାଠ ଜବତ କରି ରଖାଯାଇଛି.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ