June 21, 2026

ବାଲେଶ୍ବର ର ନୂତନ ପଞ୍ଚାୟତ ଓ କ୍କାଟର୍ ଗୃହ ର ଶୁଭାରମ୍ଭ ପାଇଁ ଶିଳାନ୍ୟାସ କଲେ ସଦର ବିଧାୟକ।

IMG-20250506-WA0030
Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ୱର ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁପସା ସାମିଲ ହସନପୁର ପଞ୍ଚାୟତରେ ଆଜି ୩୫ ଲକ୍ଷ ଟଙ୍କାର ଅଟକଳ ବ୍ୟୟରେ ଗ୍ରାମ ପଞ୍ଚାୟତ ଅଫିସ ସହିତ ପିଇଓ କ୍ୱାର୍ଟର ନିର୍ମାଣ ଓ‌ ୧୨ ଲକ୍ଷ ଟଙ୍କାର ଅଟକଳ ବ୍ୟୟରେ ଅଙ୍ଗନୱାଡି ଗୃହ ନିର୍ମାଣ ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ଶ୍ରୀ ଦତ୍ତ

ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଛି, ଉକ୍ତ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜନସାଧାରଣ ବିଶେଷ ଭାବେ ଉପକୃତ ହେବେ । ଏଥିସହ ବିଭିନ୍ନ ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ ରୋକ୍ ଲାଗି ପାରିବ ସହିତ ଲୋକମାନେ ନିଜେ କେମିତି ସୁବିଧା ପାଇ ପାରିବେ ସେ ବିଷୟରେ ଆଲୋଚନା କରିଛନ୍ତି ଶ୍ରୀ ଦତ୍ତ।।