March 10, 2026

ଶ୍ରୀ ବିପ୍ଳବ ପାତ୍ର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଚଷାନିମଖଣ୍ଡି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ

jyhgu
Share

ଶ୍ରୀ ବିପ୍ଳବ ପାତ୍ର, ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଚଷାନିମଖଣ୍ଡି ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

(ବିଜୁ ଜନତା ଦଳ, ଦିଗପହଣ୍ଡି ବ୍ଲକ)