ମୋହନା ବନ ବିଭାଗ ପକ୍ଷରୁ ଖରାଦିନେ ଜଙ୍ଗଲ ସୁରକ୍ଷା ସଚେତନତା ବୈଠକ ——

fgcghfcy
Share

ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ରେଞ୍ଜର କଳ୍ପନା ନାୟକ ଏବଂ ଫରେଷ୍ଟର ଦେବାଶିଷ ଶତପଥି ଙ୍କ ସମେତ ବର୍ଷାରାଣୀ ପଟନାୟକ, ଗଙ୍ଗାଧର ଭୂୟାଁ, ରମାକାନ୍ତ ରଇତ,ପ୍ରଶାନ୍ତ ବେହେରା, ଲକ୍ଷ୍ମୀ ପାତ୍ର ପ୍ରମୁଖ ବନ ବିଭାଗ ଅଧୀନରେ ଥିବା ସାନଖଣି, ଉସ୍ତପଦା, ରେକମେରା, କୁମ୍ଭୀମେରା, ମଲ୍ଲୀପଦର ସହ ଭୀମପୁର ଗାଁ ଗାଁ ବୁଲି ଜଙ୍ଗଲ ନିକଟସ୍ଥ ଲୋକ ଏବଂ ବନ ସୁରକ୍ଷା ସମିତିର ସଦସ୍ୟ ମାନଙ୍କୁ ଖରାଦିନ ହେବାକୁ ଥିବା ଜଙ୍ଗଲ ନିଆଁ କୁ କିପରି ଆୟତ କରାଯିବ ବୁଝାଇବା ସହ ସଚେତନ ସୃଷ୍ଟି କରିଥିଲେ।

You may have missed