September 21, 2024

ଆଜି ୦୫/୧୨/୨୩, ମଙ୍ଗଳବାର* *ମୁଖ୍ୟ ଖବର*

Share

*ଆଜି ୦୫/୧୨/୨୩, ମଙ୍ଗଳବାର*
*ମୁଖ୍ୟ ଖବର*

୧-ବାପାଟଲାରେ ସ୍ଥଳଭାଗ ଛୁଇଁବ ମିଗ୍‌ଜୋମ, ଓଡ଼ିଶାର ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

୨-ସଂସଦରେ ଶୀତକାଳୀନ ଅଧିବେଶନର ପ୍ରଥମ ଦିନ, ୨ଟି ବିଧେୟକକୁ ମଞ୍ଜୁରୀ

୩-ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୪-ପୁରୀ:ଆଜି ପରୁହାଁ ହେବେ ବଡ଼ ଠାକୁର, ମାମୁଁଘରୁ ଆସିଲା ପୋଢୁଆଁ ଭାର

୫-ଦେଶରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‍ ଓ କିସ୍‍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ୍‍ ପୁରସ୍କାର

୬-କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର

୭-ବଡ଼ଚଣା:ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୧୦ରୁ ଅଧିକ ଆହତ

୮-ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ହସ୍ପିଟାଲ:ଏଟିଏମ୍ କାଉଣ୍ଟରରୁ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

୯-ପୁରୀ:ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ମଠ ଓ ମନ୍ଦିର ; ଶ୍ରୀଜଗନ୍ନାଥ ସଂସ୍କୃତିର କଳା ସ୍ଥାପତ୍ୟ ବି ଏଥିରେ ସ୍ଥାନିତ ହେବ

୧୦-ପ୍ରଧାନମନ୍ତ୍ରୀଙ୍କୁ ଫୋନ୍‌ କଲେ ମୁଖ୍ୟମନ୍ତ୍ରୀ, BJPର ବିଜୟ ପାଇଁ PM ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

୧୧-ଭୁବନେଶ୍ୱର : ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲା,ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍‌‌

୧୨-ପଦ୍ମପୁର: ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ। ସାମ୍ଭାବ୍ୟ ପ୍ରଶାସନିକ ମୁଖ୍ୟାଳୟ ସ୍ଥାନ ଦେଖିଲେ ୧୧ ଜଣିଆ ଦଳ

୧୩-ପିପିଲି ହାଟଛକଠାରେ ହୁତୁ ହୁତୁ ହୋଇ ଜଳିଲା ବ୍ୟାଟେରୀ ସ୍କୁଟି।

୧୪-ଅନୁଗୁଳ:୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁକଲା ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆଙ୍କୁ।

୧୫-ଭୁବନେଶ୍ୱର:ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ, ୧୪ଟି ବୁଲେଟ ସମେତ ୨୩ଟି ଗାଡି ଜବତ

୧୬-ନୂଆ ଦିଲ୍ଲୀ:ନିର୍ବାଚନ ଫଳାଫଳ ପରେ ବଢ଼ିଲା ସେୟାର ମାର୍କେଟ

୧୭-ତେଲଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ; ୨ ପାଇଲଟ୍‌ ମୃତ

୧୮-ଚେନ୍ନାଇରେ ବାତ୍ୟା ‘ମିଗଜୋମ୍‌‌’ର ପ୍ରଭାବ ; ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ

୧୯-ଭୁବନେଶ୍ୱର-ଚେନ୍ନାଇ ଉଡାଣ ରଦ୍ଦ, ବାତ୍ୟା ପାଇଁ ଚେନ୍ନାଇରେ ସ୍ଥିତି ଭୟଙ୍କର ! ଆଜି ଚେନ୍ନାଇରେ ସବୁ ବନ୍ଦ।

୨୦-ଏଣିକି ନୌସେନା ଅଧିକାରୀ ପିନ୍ଧିବେ ଶିବାଜୀ ମହାରାଜଙ୍କ ସେନାର ଚିହ୍ନ।