October 5, 2024
Share

 

 

୧-ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ,ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

 

୨-ଭୁବନେଶ୍ୱର:ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଉପସ୍ଥାନ ୧୫%, ଚିନ୍ତାରେ CHSE

 

୩-ଜମାକାରୀଙ୍କ ଟଙ୍କା ଆତ୍ମସାତ ମାମଲା: କେନ୍ଦୁଝର କାଠକଟା ପୋଷ୍ଟ ମାଷ୍ଟରକୁ ୪ ବର୍ଷ କାରାଦଣ୍ଡାଦେଶ।

 

୪-୬ରୁ ଆରମ୍ଭ ହେବ ହବିଷ୍ୟାଳି ପଞ୍ଜିକରଣ, ୧୧ ତାରିଖ ଯାଏଁ କରିପାରିବେ ଅନ୍ ଲାଇନରେ ଆବେଦନ:edistrict.odisha.gov.in।

 

୫-ପୁରୀ: ହଟ୍ଟଗୋଳ ଯୋଗୁଁ ପୁରୀ ଜିଲା ପରିଷଦ ବୈଠକ ଅଧାରୁ ବନ୍ଦ।

 

୬-ଆନନ୍ଦପୁର:ଗୁଣି ଗାରେଡ଼ି ସଂନ୍ଦେହରେ ଦିଅର ନିଜ ଭାଉଜକୁ କଲା ହତ୍ୟା।

 

୭-ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ଲଘୁଚାପ ପ୍ରଭାବ।କାଁ ଭାଁ ସ୍ଥାନରେ ହେବ ବର୍ଷା।

 

୮-ବଲାଙ୍ଗୀର:ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ, ବିଲ୍ କରାଇ ଦେବା ପାଇଁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ।

 

୯-ଶାରଳାଙ୍କ ପୀଠରେ ବ୍ୟବହାର ହେଉଛି ନିମ୍ନମାନର ଘିଅ, ଫୁଡ଼ ଇନସ୍ପେକ୍ଟରଙ୍କ ଚଢ଼ାଉ।

 

୧୦-ଭୁବନେଶ୍ବର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ, ତିଆରି ହେବ ରନୱେ କ୍ୟାଟ୍ ଟୁ ଲାଇଟ୍: କେନ୍ଦ୍ର ମନ୍ତ୍ରୀ

 

୧୧-୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ପୁରୀ ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ।

 

୧୨-ସମ୍ବଲପୁର ଜିଲା ବୁର୍ଲା ଥାନା ଝରାପାଲି ଗ୍ରାମରେ ପୁଲିସକୁ ଆକ୍ରମଣ, କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡାଇ ଦେଇଛି ଦୁର୍ବୃତ୍ତ।

 

୧୩-ଜଗତପୁର:ମହାନଦୀରେ ବୁଡ଼ିଗଲେ ୨ ଛାତ୍ର, ଜଣଙ୍କ ମୃତଦେହ ଉଦ୍ଧାର।

 

୧୪-ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୪ ମାଓବାଦୀ ନିପାତ।

 

୧୫-କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ। ଚଳିତ ମାସ ୧୧ ତାରିଖରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା।

 

୧୬-ବେଲଗାମ ସୁନା: ଦାମ୍ ୭୬ ହଜାର ପାର୍, ରୁପା ୯୨ ହଜାର ଅତିକ୍ରମ କଲା।

 

୧୭-ଉତ୍ତରପ୍ରଦେଶରେ ବଡ଼ ଦୁର୍ଘଟଣା: ଟ୍ରକ ଓ ଟ୍ରାକ୍ଟର ଧକ୍କାରେ ୧୦ ଶ୍ରମିକ ମୃତ, ୫ରୁ ଅଧିକ ଆହତ।

 

୧୮-ତିରୁପତି ଲଡୁ ବିବାଦକୁ ନେଇ ବଡ ଖବର । ନୂଆ ଏସଆଇଟି ଟିମ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

 

୧୯-ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ପାଇଁ ୧୨ରୁ ଆବେଦନ: ମାସକୁ ମିଳିବ ୫ ହଜାର, ବଡ଼ କମ୍ପାନିରେ ନିଯୁକ୍ତି ସୁଯୋଗ।ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରାଯିବ।

 

୨୦-ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କଲେ ରିଲାଏନ୍ସର ୭୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ, ୧୭ ହଜାରରୁ ଅଧିକ ଚାରା ରୋପଣ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*