April 30, 2026

୧୦୦ ଲିଟର ଦେଶି ମଦ ଜବତ : ୧ ଗିରଫ

IMG-20230905-WA0055
Share

୧୦୦ ଲିଟର ଦେଶି ମଦ ଜବତ : ୧ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନାର କ୍ଷୀରପୁର ନିକଟ ରୁ ଦେଶି ମଦ ଜବତ କରିଛି ଅବକାରୀ ବିଭାଗ l ସାଗଜୁରୀ ର ବିଶ୍ୱଜିତ ବାଘ ନାମକ ଜଣକୁ ଗିରଫ କରିବା ସହ ମଦ ଚାଲାଣ କରୁଥିବା ମୋଟରସାଇକଲ ସହ ଶହେ ଲିଟର ଦେଶି ମଦ ଜବତ କରିଛି ଅବକାରୀ ବିଭାଗ l ତେବେ ଏହି ଚଢ଼ାଉ ରେ ଏସଆଇ ସୁମିତ୍ରା ହେମ୍ବ୍ରମ ଙ୍କ ସହ କନେଷ୍ଟବଳ ରେଣୁକାନ୍ତା ଭୋଇ, ରାଜୀବ ଭଞ୍ଜ ଙ୍କ ସହ ବିଭାଗ ର କର୍ମଚାରୀ ମାନେ ସାମିଲ ଥିଲେ l