ଆଜିର ଖବର..
୧-ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା:ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ।
୨-କନିଷ୍ଠ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ: ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ।
୩-ଓଡ଼ିଶା ସଂଲଗ୍ନ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ୧୩ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା।
୪-ଭୁବନେଶ୍ୱର:ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୧୦ ହଜାର କାଉଡ଼ିଆ।
୫-ଭୁବନେଶ୍ୱର:୫୭ ହଜାରରୁ ଅଧିକ ପାଇଲେଣି ଅନ୍ତୋଦୟ ଗୃହ ପ୍ରଥମ କିସ୍ତି,୧୩୬୮ ଜଣ ଦ୍ବିତୀୟ ପର୍ଯ୍ୟାୟକୁ ଉନ୍ନୀତ।
୬-ଦ୍ଵନ୍ଦ ବଢ଼ାଉଛି ତଦନ୍ତ, ନ୍ୟାୟ ଅପେକ୍ଷାରେ ପରୀ,ମମିତା,ପିହୁ,ରୁଚିକା,ନବ,ସୈ।ମ୍ଯାଶ୍ରୀ ଓ ବଲଙ୍ଗା ନାବାଳିକା।
୭-ଭୁବନେଶ୍ୱର : ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ।
୮-ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର, ୯ ରେ ଜୟପୁରରୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି।
୯-ପୁରୀ: ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାୟାବର ଗ୍ରାମରେ ଇସଲାମୀୟ ଧର୍ମ ରୀତିନୀତି ଅନୁଯାୟୀ ସୋମବାର ପୀଡ଼ିତାଙ୍କୁ କବର ଦିଆଯାଇଛି।
୧୦-ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ପୁରୀ ବନ୍ଦ ଡାକରା,ଆସନ୍ତା ୭ ତାରିଖରେ ୬ ଘଣ୍ଟିଆ ପୁରୀ ବନ୍ଦ।
୧୧-ଏଫ ଏମ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବଡ଼ ଖୁଲାସା, ଅଘଟଣ ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା।ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ ଜାରି।
୧୨-ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କଲା ଭିଜିଲାନସ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ।
୧୩-ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲ: ସାମ୍ନାକୁ ଆସିଲା ବଡ଼ କେଳେଙ୍କାରୀ, ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା,ଜିତନ ମହାରଣାଙ୍କ ମାଧ୍ୟମରେ ୬ ଟି ଜିଲ୍ଲାରେ ପ୍ରଶ୍ନପତ୍ର ବିକ୍ରି ହୋଇଥିଲା।
୧୪-ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ଓକିଲଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ସୁରେଶ ପୂଜାରୀ।
୧୫-ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ଘରୋଇ ପ୍ରତିଷ୍ଠାନରେ ରାତି ସିଫ୍ଟରେ କାମ କରିପାରିବେ ମହିଳା।
୧୬-ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ, ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
୧୭-ନୂଆ ଦିଲ୍ଲୀ:ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ଯାଗ୍, ଟୋଲ୍ ଟ୍ୟାକ୍ସରେ ମିଳିଵ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ।
୧୮-କର୍ଣାଟକ:ବିରଳ ରକ୍ତ ଗ୍ରୁପ ‘CRIB’ ଆବିଷ୍କାର କଲେ ଭାରତୀୟ ଚିକିତ୍ସକ।
୧୯-ଶେଷ ଟେଷ୍ଟରେ ଜିତିଲା ଭାରତ, ସିରାଜ ବୋଲିଂରେ ଇଂଲିସ ଟିମ୍ ଘାଇଲା, ସିରିଜ୍ ୨-୨ରେ ବରାବର।
୨୦-ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ନୂଆଗୋଟି ଚାଳନା : ଚାକିରି କ୍ଷେତ୍ରରେ ପ୍ରଥମେ ବିହାରୀଙ୍କୁ ମିଳିବ ମୌକା।
୨୧-ପ୍ରୟାଗରାଜରେ ବନ୍ୟାର ତାଣ୍ଡବ; ବିପଦ ସଙ୍କେତ ଅତିକ୍ରମ କଲା ଗଙ୍ଗା ଓ ଯମୁନା ନଦୀର ଜଳସ୍ତର, ୫ ଲକ୍ଷ ଲୋକେ ପ୍ରଭାବିତ।
୨୨-ରୁଷରୁ ତେଲ କିଣିବା ଉପରେ ଭାରତକୁ ପୁଣି ଚେତେବନୀ ଦେଲେ ଟ୍ରମ୍ପ, କହିଲେ-ଅଧିକ ଟାରିଫ୍ ଲଗାଇବି।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
