ବିଶ୍ଵପରିବେଶ ଦିବସ ପାଳିତ

ସୋନପୁର, ଆଜି ହେଉଛି ବିଶ୍ଵପରିବେଶ ଦିବସ I ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜର ଙ୍କ ତତ୍ବବ୍ୟବଧାନ ରେ ଅବକାରୀ ବିଭାଗ ର କାର୍ଯ୍ୟାଳୟ ଠାରେ ବିଶ୍ଵପରିବେଶ ଦିବସ ପାଳିତ ହୋଇଛି I ଚଳିତବର୍ଷ ପ୍ଲାଷ୍ଟିକମୁକ୍ତ ସହ ବୃକ୍ଷ ରୋପଣ ପାଇଁ ଲୋକଙ୍କୁ ସଚେତନତା କରାଯାଇଛି I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଅବକାରୀ ନିରୀକ୍ଷକ ଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏକ ସହ ରୁ ଉର୍ଦ୍ଧ ବିଭିନ୍ନ କିସମ ର ବୃକ୍ଷ ରୋପଣ କରାଯାଇଛି I