ଅନୁଗୁଳ ଜିଲ୍ଲାରେ ନିଶା ମୁକ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଡ଼ିଲା ନିଶା ନିବାରଣ ରଥ। ବ୍ରାଉନ ସୁଗାର, ମଦ, ଗଞ୍ଜେଇ ଖାଇ ଅପରାଧ କରୁଥିବା ଯୁବକ ମାନଙ୍କୁ ସଚେତନତା କରିବ ଏହି ରଥ। ଏନେଇ ଜିଲ୍ଲା ଅବକାରୀ ବିଭାଗ ଉପସ୍ଥିତିରେ ଏହି ରଥ କୁ ଶୁଭାରମ୍ଭ କରାଯାଇଛି।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ