May 19, 2024

ଝୋଲରୀରେ ହନୁମାନ ବିଗ୍ରହ ପ୍ରତିଷ୍ଠା

Share

                                 ବୁଗୁଡ଼ା : ତା ୦୫/୦୪/୨୪ : ବୁଗୁଡା ବ୍ଲକ ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ଝୋଲରୀ ଗ୍ରାମରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଅଷ୍ଟଦଳ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଞ୍ଚୁରୁ, ପଙ୍କଳବାଡି, ଏକଡାଳ , ଝୋଲରୀ, ମନ୍ଦାର , ବେଠିଆବୋରଦା ଓ ଖରିଡା ଗ୍ରାମର ୨ଟି ନାମ ସଂକିର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ଏ ଅବସରରେ ଆୟୋଜିତ ହୋମଯଜ୍ଞକୁ ରବିନ୍ଦ୍ର କୁମାର ରଥ ପରିଚାଳନା କରିଥିଲା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ ।