October 4, 2026

ବ୍ରହ୍ମଗିରି ରେ ଯୁବକଙ୍କୁ ଗୁଳିମାଡ଼ ..

IMG-20261004-WA0152
Share

 

ପୁରୀ ବ୍ରହ୍ମଗିରି ରେ ଗୁଳିମାଢ଼, ବ୍ରହ୍ମଗିରି କଳିକା ବାଡ଼ିରେ ଘଟିଛି ଘଟଣା ଗୁଳି ମାଡ଼ରେ ଯୁବକ ଗୁରୁତର, ଗୁରୁତର ଙ୍କ ନାମ ତୋଫାନ କୁମାର ପାହାଳ, ତୋଫାନଙ୍କ ପେଟରେ ବାଜିଛି ଗୁଳି, ଗୁରୁତର ଅବସ୍ଥା ରେ ପୁରୀ ମେଡିକାଲ ରେ ଭର୍ତି, ହୋଇଥିଲେ ତୋଫାନ କିନ୍ତୁ ଗୁରୁତର ହେବାହେତୁ,bbsr ର ଘରୋଇ ହସ୍ପିଟାଲ ରେଫର କରାଯାଇଛି ଗୁଳିମାଢ଼ କାରଣ ଅସ୍ପଷ୍ଟ, ତୋଫାନ ଙ୍କ ଦାଦା ଙ୍କ କହିବ ମୁତାବକ, ଆଜି ଦିନ 12ଟା ସମୟରେ ଗ୍ରାମ ସମ୍ମୁଖ ରେ କଥା ହେଉଥିବା ସମୟରେ 2ଜଣ ଦୁର୍ବୁତ୍ତ ମୋଟର ସାଇକେଲ ରେ ଆସି 4ରାଉଣ୍ଡ ଗୁଳି ଚାଳନା କରି, ଫେରାର ହୋଇଥିବା ବେଳେ ତୋଫାନ ଙ୍କ ପେଟରେ ଗୋଟେ ଗୁଳି ବାଜିଥିବା ଜଣା ପଡିଛି, ଏହି ଗୁଳିକାଣ୍ଡ ପୂର୍ବ ଶତ୍ରୁତା ହେତୁ ହୋଇଥିବା ସୂଚନା ମିଳିଛି, ବର୍ତମାନ ବ୍ରହ୍ମଗିରି ଥାନା ତରଫରୁ ଦୁଇଟି ଟିମ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed