October 5, 2024

ଗଡ଼ଭାଟି ସରକାରୀ ବିଦ୍ୟାଳୟ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

Share

ପଦ୍ମପୁର ; (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗଡ଼ଭାଟି ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ ଗିଙ୍ଗରା ମହାନ ଜନ ନାୟକ ଙ୍କ ଜୀବନୀ, ଦେଶପ୍ରେମ ବିଷୟ ରେ ଛାତ୍ର/ଛାତ୍ରୀ ମାନଙ୍କୁ କହିଥିଲେ l ବିଦ୍ୟାଳୟ ରେ ଛାତ୍ର/ଛାତ୍ରୀ ମାନଙ୍କୁ ନେଇ କୁଇଚ ଏବଂ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇ କୃତି ଛାତ୍ର/ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା l ବିଦ୍ୟାଳୟ ର ସମସ୍ତ ଛାତ୍ର/ଛାତ୍ରୀ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଶ୍ରୀଯୁକ୍ତ ହରିହର ବୁଡ଼େକ, ପଙ୍କଜ ପଧାନ, ସୁବଳ ସାହୁ, ପୁଷ୍ପାଞ୍ଜଳି ବରିହା, ଜୋସ୍ନା ରାଣୀ ପାଢ଼ୀ ଉପସ୍ଥିତ ଥିଲେ l