April 24, 2026

ବିଜ୍ଞାପିତ ଅଞ୍ଚଳ ପରିସଦ ପକ୍ଷରୁ ଚଢ଼ାଉ 35000ଟଙ୍କା ଜରିମାନା ଆଦାୟ

IMG-20250704-WA0096
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିସଦ ପକ୍ଷରୁ ଆଜି ବିଭିନ୍ନ ହୋଟେଲ ରେ ଚାଡାଉ କରାଯାଇଛି. ନିମ୍ନ ମାନର ବାସି ରନ୍ଧା ଖାଦ୍ୟ ଗ୍ରାହକ ଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଥିଲା ସେହିପରି ବେକେରି ଗୁଡିକ ରେ ମଧ୍ୟ ଚାଡାଉ କରାଯାଇଛି. ନିର୍ବାହୀ ଅଧିକାରୀ ଶ୍ରୀ କମେଲେସ ମହନ୍ତ ଙ୍କ ନେତୃତ୍ୱ ରେ ହୋଇଥିବା ଚଡାଉ ସମୟ ରେ ମୁଖ୍ୟ ସହାୟକ ଗୋପୀ ମାଝୀ. ସୁଧୀର କୁମାର ନନ୍ଦୀ ସେନିଟେସନ ମୁଖ୍ୟଙ୍କ ସମେତ ସମସ୍ତ କର୍ମ ଚାରି ସାମିଲ ଥିବାର ଜଣାଯାଇଛି. ଏହି ଚଡାଉ କୋଟପାଡ଼ ରେ ପ୍ରଥମ ଥର ହୋଇଥିବାରୁ ନିର୍ବାହୀ ଅଧିକାରୀ ଶ୍ରୀ ମହନ୍ତ ଙ୍କୁ ସହର ବାସି ସାଧୁବାଦ ଜଣାଇଛନ୍ତି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର

You may have missed