September 11, 2026

୦୩.୦୫,୨୪ ଭଞ୍ଜବିହର।ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକ ଗଣ ଯୋଗାଯୋଗର ସେମିନାର କକ୍ଷ ରେ ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳନ ହୋଇଥିଲା

smb
Share

                                         ୦୩.୦୫,୨୪ ଭଞ୍ଜବିହର।ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସାମ୍ବାଦିକ ଗଣ ଯୋଗାଯୋଗର ସେମିନାର କକ୍ଷ ରେ ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ପାଳନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ସାମ୍ବାଦିକ ଗଣ ଯୋଗାଯୋଗର ସହ ପ୍ରାଧ୍ୟାପକ ଡ ଦେବିଲାଲ୍ ମିଶ୍ର ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ପ୍ରେସ ସ୍ଵାଧୀନତା ଓ ବିଶ୍ଵ ସ୍ତରରେ ଭାରତୀୟ ଗଣମାଧ୍ୟମ ର ସ୍ଥାନ ବିଷୟରେ କହିଥିଲେ।ସଭାଶେଷରେ ସାମ୍ବାଦିକତା ଗଣଯୋଗ ଯୋଗ ବିଭାଗ ମୁଖ୍ୟ ପ୍ରଫେସର ଗଣେଶ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହିସଭରେ ଡ ବନ୍ଦିତା କୁମାରୀ ପଣ୍ଡା, ଡ ଜୟନ୍ତ କୁମାର ପଣ୍ଡା,ଡ ଚିନୁ ବୋହିଦାର,ଡ ନେହା ପାଣ୍ଡେ ,ଅଗ୍ନି କୁମାର ବେହେରା, ସୌରଭ ପ୍ରକାଶ ସିଟ ,ଡ ମିହିର କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।