November 3, 2026
ajiro khabar
Share

 

 

୧-ଭୁବନେଶ୍ୱର: ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଲାପଟପ୍ ବାବଦ ଅର୍ଥ ରାଶି,୧୯ ସୁଦ୍ଧା ଆବେଦନ, ଜାରି ହେଲା ମାର୍ଗଦର୍ଶିକା।

 

୨-ଆନ୍ଧ୍ରରେ ମାଡ ହେଲା ମୁରାସୁ, ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା।

 

୩-ଭୁବନେଶ୍ୱର:ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ! ଭୋଟ୍ ପାଇଁ ପ୍ରସ୍ତୁତି ଜୋରଦାର।

 

୪-କଟକ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ,ଆସନ୍ତା ୧୦ ତାରିଖ ଯାଏ ଚାଲିବ ନିଲାମ।

 

୫-ଥାନାରେ ଅଭିନବ ଅଭିଯୋଗ: ସମ୍ବଲପୁରରେ ୨୧.୨୮ କୋଟି ଟଙ୍କାର ଟ୍ରମା କେନ୍ଦ୍ର ନିଖୋଜ!

 

୬-ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା, ନଭେମ୍ବର ୨୦ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

 

୭-ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ,ଲାଞ୍ଚ ନେଉଥିବା ବେଳେ ମାଡିବସିଲେ ଭିଜିଲାନ୍ସ ଟିମ୍।

 

୮-ଉଦଳା:କାର୍‌ ଧକ୍କାରେ ଚୁରମାର ଦୁଇ ବ୍ୟାଟେରୀ ଅଟୋ; ୮ ଗୁରୁତର

 

୯-ଶ୍ରୀୟା ଛକ ଟ୍ରାଫିକ୍ ଏଡ୍ ପୋଷ୍ଟ:ପୋଲିସ ପୋଷ୍ଟ ଭିତରେ ନିଶାଡ଼ିଙ୍କ ଆଡ୍ଡା, ଭାଇରାଲ୍ ଭିଡିଓ ଖୋଲିଦେଲା ସବୁ ପୋଲ୍!

 

୧୦-ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ାରେ ୨ ଦିନ ସ୍କୁଲ ଛୁଟି, ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହେବ ବିଦ୍ୟାଳୟ।

 

୧୧-ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀରେ ଯୋଗ ଦେବେ।

 

୧୨-ପୁରୀ:ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ବାରଣ, ନଭେମ୍ବର ୧ରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛମରା ପାଇଁ ନିଷେଧାଦେଶ ଜାରି।

 

୧୩-ଗିଡିପାବାଲି ଭୂ-ସ୍ଖଳନ:ଆଖି ଆଗରେ ପଚୁଛି ଶବ, ଉଦ୍ଧାର ପାଇଁ ହାତ ଯାଉନି, ଅତଡ଼ା ତଳେ ୧୧ ଜୀବନ।

 

୧୪-ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍‌ ଗଲେ ପତ୍ନୀ ବିଦ୍ୟାଭାରତୀ।

 

୧୫-ଏସିଆନ ଚମ୍ପିୟାନସ୍ ଟ୍ରଫି ହକି:ସେମିରେ ଭାରତ- କୋରିଆ ଲଢେଇ।

 

୧୬-ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଏକାଧିକ କଟକଣା, ୫୦ ପ୍ରତିଶତ କର୍ମଚାରୀ କରିବେ ୱାର୍କ ଫ୍ରମ୍ ହୋମ୍।

 

୧୭-ସୁରଟ:ଫୋନ୍‌ ଛଡ଼ାଇ ଫିଙ୍ଗିଦେଲେ… ବାପାକୁ ପ୍ରେସର କୁକର୍‌ ଢାଙ୍କୁଣୀରେ ପିଟି ପଟି ମାରିଦେଲା ଝିଅ।

 

୧୮-ମୁମ୍ବାଇ:ଆମେରିକା ନାଗରିକତା ରଖି ଭାରତୀୟଙ୍କ ପରି ବ୍ୟବହାର କରି ପାରିବେନି, ଇମ୍ରାନଙ୍କୁ କୋର୍ଟଙ୍କ କଡ଼ା ତାଗିଦ୍

 

୧୯-ଉଗ୍ର ହେଲା ବାଂଲାଦେଶ ଆନ୍ଦୋଳନ, ସଂକଟରେ ତାରିକ ରହମାନ ସରକାର।

 

୨୦-ଆଜି ଆମେରିକା ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ: ରିପବ୍ଲିକାନ ଗଡ଼ରେ ଡେମୋକ୍ରାଟ୍ସ ଆଗୁଆ।