ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ
ଆଜି ପୁରୀ ସହର ଲୋକନାଥ ରୋଡ଼ ଛପନ ଛକଠାରେ ପୁରୀଜିଲ୍ଲା ଶ୍ରୀ ନୀଳାଚଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ସିଂହସ୍ଥାନ, ନବଦେଶ, ଛପନଦେଶର ସଭାପତି ଶ୍ରୀଧର ଜେନାଙ୍କ ସଭାପତିତ୍ୱ ରେ ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ସ୍ୱାଇଁ, ସତ୍ୟବାଦୀ ସଭାପତି କୈଳାଶ ଚନ୍ଦ୍ର ବରାଳଙ୍କ ସହିତ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଆଗମନକୁ ସ୍ୱାଗତ ଜଣାଇଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
