April 25, 2026

ସ୍ୱଚ୍ଛତା ର ଆବଶ୍ୟକତା କୁ ନେଇ ସଚେତନ କାର୍ଯ୍ୟ କ୍ରମ..

kjhnikhl
Share

 

ସ୍ୱଚ୍ଛତାର ଆବଶ୍ୟକତା କୁ ନେଇ କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ମୂର୍ତହାଣ୍ଡି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ସରକାରୀ 5ଟି ସ୍କୁଲ ରେ ସ୍ୱଛତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି. ସ୍କୁଲ ରେ କିପରି ପରିବେଶ ସଫା ସୁତୁରା ପିଲାମାନେ ରଖିପାରିବ ସେ ନେଇ ଡାକ୍ତର ରାଗିଣୀ ଗୌର ପରାମର୍ଶ ପ୍ରଦାନ କରିଥିଲେ.ଏହି ପରିପ୍ରେକ୍ଷୀ ରେ ସହଜ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ପିଲାଙ୍କ ଆଗ୍ରହ ବଢିବା ପାଇଁ ପୁରସ୍କାର ବିତରଣ ମଧ୍ୟ କରାଯାଇଥିଲା ଅନ୍ୟ ମାନଙ୍କ ମଧ୍ୟ ରେ ଫୋର୍ମାସିଷ୍ଟ ଶ୍ରୀ ତାପସ କୁମାର ପରିଡା. ଶ୍ରୀମତୀ ସ୍ୱପ୍ନା ମହାନ୍ତି ଧର୍ମୁ ବିଶ୍ୱାଳ ଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଦ୍ୟାଳୟ ର ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ I (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )