March 7, 2026

ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ ଲହଣ୍ଡା ଘୁଗ୍ରାପଡାରେ ନୂତନ ନଳକୂପ ଖନନ କରାଗଲା

IMG-20250702-WA0013
Share

 

 

ଅତାବିରା ବ୍ଲକ ଅଧିନ ଲହଣ୍ଡା ଘୁଗ୍ରାପଡାରେ ପାନୀୟ ଜଳ ସମସ୍ୟା ଥିବା ବିଜେପି କାର୍ଯ୍ୟକର୍ତ୍ତ କଂ ଠାରୁ ଖବର ପାଇ ଅତାବିରା ବିଧାୟକ ନିହାରରଂଜନ ମହାନନ୍ଦ ତାଂକ ବିଧାୟକ ପାଣ୍ଠିରୁ ଉକ୍ତ ପଡାରେ ଆଜି ବୁଧବାର ମଧ୍ଧାହ୍ନ ୧୨ଟାରେ ଏକ ନୂତନ ନଳକୂପ ଖନନ କରାଯାଉଛି |ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ପଡାରେ ନଳକୂପ ଖନନ ପାଇଁ ପୂର୍ବ ସରକାରକୁ ଜଣାଇଥିଲେ ମଧ୍ଧ କିଛି ସୁଫଳ ମିଳୁନଥିଲା ବର୍ତ୍ତମାନ ବିଜେପି ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇଥିବାରୁ ପଡାବାସୀ ଖୁସିବ୍ୟକ୍ତ କରି ବିଧାୟକକୁଂ ଧନ୍ୟବାଦ ଅର୍ପଣ କରିଛନ୍ତି |