August 18, 2026

ଚମ୍ପା କେଶ୍ୱେର ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ I

15d2b6a0-2914-4453-b2af-d85e6c07e508
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବାହାର ଗଡ଼ ସାହି ର ଚମ୍ପା ଘାଟରେ ଚମ୍ପାକେଶ୍ୱେର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି I ଗଣେଶ ମନ୍ଦିର ପୂଜାରୀ ଶ୍ରୀ ସୂର୍ଯ୍ୟନାରାୟଣ ଙ୍କ ତତ୍ଵାବଧାନ ରେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଏବଂ ତ୍ରିମୁଖୀ ଲିଙ୍ଗ ସ୍ଥାପନ ହୋଇ ଥିଲା. ଏହି ଅବସରରେ କେ ଭୁବେନେଶ୍ୱର ରାଓ. ବି ନାଗେଶ୍ୱେର ରାଓ. ଗୋପୀ ରାଓ. ରାନୁ ପାଢ଼ୀ. ପ୍ରତିଷ୍ଠା ଉତ୍ସବ ରେ ସହଯୋଗ କରି ଥିଲେ.ସତ୍ୟ ସାଇ ସେବା ସମିତି ଓ ବାହାରଗଡ଼ ସାହିର ଯୁବକ ମାନ ଙ୍କ ଦ୍ୱାରା ଅନ୍ନ ପ୍ରସାଦ ସେବନ ବଣ୍ଟନ ହୋଇଥିଲା. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I

You may have missed