ଅନୁଗୁଳ ସରକାରୀ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅନୁଗୁଳ ତାଇକଣ୍ଡ ସଂଘ ଓ ମା ବାସନ୍ତୀ ତାଇକଣ୍ଡ କ୍ଲବ୍ ତରଫରୁ ଆୟୋଜିତ

ଅନୁଗୁଳ ସରକାରୀ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅନୁଗୁଳ ତାଇକଣ୍ଡ ସଂଘ ଓ ମା ବାସନ୍ତୀ ତାଇକଣ୍ଡ କ୍ଲବ୍ ତରଫରୁ ଆୟୋଜିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ମୂଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଅୟୋଜକ ଓ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲି । ଓ ଅନୁଗୁଳ କୋର୍ଟ ର ଆଡଭୋକେଟ୍ ଶ୍ରୀ ପ୍ରଦୀପ ଦେବତା, ଜରାସିଂହା କଲେଜ ର ପୂର୍ବତନ ଅଧକ୍ଷ ଶ୍ରୀ ପ୍ରଭାତ କୁମାର ସିହ୍ନା ଓ ତାଇକଣ୍ଡ ଆସୋସିଏସନ୍ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।