ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଇଂରାଜୀ ପ୍ରଶାସକଙ୍କ ଠାରୁ ମୁକ୍ତ ହୋଇପାରିଲେ ଗଜପତି ଓ ମଧୁବାବୁଙ୍କ ପ୍ରତି ଉଚିତ ସମ୍ମାନ ହେବ
ବ୍ରହ୍ମପୁର, (ପବିତ୍ର ଚୌଧୁରୀ) : ଉକଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀନଗର ଛକଠାରେ ଥିବା ପୂଣ୍ୟାତ୍ମା ମଧୁପ୍ରେମୀ ସ୍ଵର୍ଗତ ସୁରସିଂ ପଟ୍ଟନାୟକଙ୍କ...
