May 19, 2024

Day: April 2, 2024

ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ଅଭିଜ୍ଞ ଓ ନବାଗତ ଙ୍କ ମଧ୍ୟରେ ହେବ ଲଢେ଼ଇ …

  ଗୁଣୁପୁର, -ସରଗରମ ହୋଇ ଉଠିଛି ରାଜନୀତି । ଦିନ କେଇଟା ପରେ ସାଧାରଣ ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ ରାଜନୈତିକ ଶିବିର । ରାଜ୍ୟର ପ୍ରମୁଖ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ସୁସ୍ଥ ହୋଇ ଫେରିଲେ ଘରକୁ…

  ସମ୍ବଲପୁର::ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥ‌ିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ...

ବିଜେପି ପରେ କଂଗ୍ରେସର ପ୍ରାର୍ଥୀ ତାଲିକା,ଅତିଶିଘ୍ର ପ୍ରକାଶ ପାଇବ ବିଜେଡି ତାଲିକା…. (ମୋହନା ରୁ ପୁଣି ଟିକେଟ ପାଇଲେ ଦାଶରଥି ଗମାଙ୍ଗ)

ଭୁବନେଶ୍ବର,ବିଜେପି ପରେ ଆଜି ଜାତୀୟ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୮ ଲୋକସଭା ଓ ୪୫ ଜଣ ବିଧାନସଭା ପ୍ରାର୍ଥୀଙ୍କ ପ୍ରଥମ...

ଦେଉଡ଼ା ଝୀଡେଶ୍ୱେର ମନ୍ଦିରରୁ ବିଜେଡି ପ୍ରଚାର ଆରମ୍ଭ..

  କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଓ ବିଜେଡି ପ୍ରାର୍ଥି ଘୋଷଣା ହୋଇ ସାରିଛି କିନ୍ତୁ ବିଜେପି ର ପ୍ରାର୍ଥି...

ଆନ୍ଧ୍ର ର ତିନୋଟି ସେସପଲ ଗାଡି ପରିଷଦ ଦ୍ୱାରା ଜବତ…

  କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ତିନୋଟି ସେସ ପଲ ଗାଡି ଜବତ ହୋଇଥିବାର ଜଣା ଯାଇଛି. ସୂଚନା ଅନୁଯାଇ ଉକ୍ତ...

‘ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ’ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ 89ତମ ଓଡ଼ିଶା ଦିବସ ସମାରୋହ…

ବ୍ରହ୍ମପୁର,2/4 : ଓଡ଼ିଶାର ଐତିହ୍ୟ ସଂସ୍କୃତି ସମଗ୍ର ବିଶ୍ଵକୁ ଆକର୍ଷିତ କରିଛି । ଭାଷା ଭିତ୍ତିରେ ଗଠିତ ଏହି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ...

ବେଆଇନ୍ ନିର୍ମାଣ ଓ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି କୋର୍ଟ ଚାଲାଣ ହେଲେ ଶିକ୍ଷକ ଓ ପୁତ୍ର…

ଗୋପ ଶିକ୍ଷା ମଣ୍ଡଳ ଅଧୀନ ଯୁଣେଇ କ୍ଲଷ୍ଟରରେ ସିଆରସିସି ଭାବେ କାର୍ଯ୍ଯ କରୁଥିବା ଜଣେ ଶିକ୍ଷକ କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ରାସ୍ତାରେ ବେଆଇନ୍ ପାଇଖାନା ଟାଙ୍କି ନିର୍ମାଣ...

ବ୍ରହ୍ମଗିରି ପଞ୍ଚୁ୍ଦୋଳ ମେଳଣ ରେ ନାଗାନାଚ କରିଲେ ଅବସରପ୍ରାପ୍ତ ସେନାଧିକାରୀ …

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକର ବିଶ୍ୱ ପ୍ରସିଦ୍ଧ ପଞ୍ଚୁ୍ଦୋଳ ମେଳଣ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି ମେଳଣ କୁ ଗୋପୀନାଥ ଙ୍କ ତତ୍ୱାବଧାନ ରେ...

ମାଲୁଦ ରେ ପଞ୍ଚୁ୍ଦୋଳ ମେଳଣ ଧୂମଧାମ ର ସହିତ ପାଳନ କରାଯାଇଛି ….

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲଦୁ ମେଳଣ ପଡିଆରେ ପଞ୍ଚୁ୍ଦୋଳ ମେଳଣ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି ମେଳଣ ପଡିଆକୁ ଠାକୁର ମାନଙ୍କ ବିମାନ...