March 7, 2026

ବୌଦ୍ଧ ର ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମିଶ୍ରଙ୍କ ପରଲୋକ

IMG-20260302-WA0030
Share

 

ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଥିବାବେଳେ ପରଲୋକ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ବୌଦ୍ଧ ର ଭୂମିପୁତ୍ର ସ୍ବର୍ଗତ ନଟବର ପ୍ରଧାନ ଙ୍କ ରାଜନୈତିକ ଅନୁଗାମୀ ରହିବା ସହ ବୌଦ୍ଧ RCMS ର ସଭାପତି ମଧ୍ୟ ରହିଥିଲେ l ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ବୌଦ୍ଧ ଜନତାଦଳ ଓ ବିଜେଡି ର ଜଣେ ଆଗଧାଡିର ନେତା ରହିବା ସହ ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ଅଟନ୍ତି l