April 28, 2026

ଉମରକୋଟ ରେ ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ, ବାଣ ଫୁଟି ଜଣେ ମୃତ, ଅନ୍ୟ ଜଣେ ଆହତ, ଚିକିତ୍ସା ରେ ଅବହେଳା ଅଭିଯୋଗ କରି ମେଡିକାଲ ରେ ଉତେଜନା………..

IMG-20241001-WA0000
Share

 

 

ଉମରକୋଟ-:(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବାଜି ନଗର ର ଗଣେଶ ପୂଜା ବିସର୍ଜନ ବେଳେ ବାଣ ଫୁଟି ଦୀପକ ହରିଜନ ନାମକ ଯୁବକ ଗୁରୁତର ହେଇଯିବ। ସହ ଅନ୍ୟ ଜଣେ ସାମାନ୍ୟ ଆହତ ଦୀପକ କୁ ଉପସ୍ଥିତ ଲୋକେ ତୁରନ୍ତ ଉମରକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇ ଥିଲେ। ତେବେ ଚିକିତ୍ସା କରୁଥିବ। ଡକ୍ଟର ଦୀପକ କୁ ମୃତ ଘଷଣ। କରି ଥିଲେ। ତେବେ ଗୁରୁତର ଦୀପକ କୁ ଚିକିତ୍ସା ରେ ବିଳମ୍ବ ଯୋଗୁ ଦୀପକ ର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ଶତାଧିକ ବ୍ୟକ୍ତି ଉମରକୋଟ ହସ୍ପିଟାଲ ରେ ବ୍ୟାପକ ହୋ ହଲା କରିବା ଯୋଗୁ ଏହି ଖବର ଲେଖା ଯିବ। ବେଳକୁ ଉମରକୋଟ ହସ୍ପିଟାଲ ରେ ବ୍ୟାପକ ଉତେଜନା ଲାଗି ରହିଛି। ଝରିଗା, ରାଇଘର ଓ ଡ।ବୁଗାଁ ଥାନା ରୁ ବ୍ୟାପକ ପୋଲିସ ଆସି ଉମରକୋଟ ସହର ଓ ହସ୍ପିଟାଲ ରେ ମୃତୟନ କରାଯାଛି। ଶବ ବ୍ୟବଚ୍ଛେଦ ଆସନ୍ତା ଆଜି କରାଯିବ।