ସାମୁହିକ ଶ୍ରମଦାନ ପାଇଁ ରାଷ୍ଟ୍ର କୁ ଆହ୍ବାନ ଦେଇଛନ୍ତି ୟଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ରାଷ୍ଟ୍ରପିତା ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅଭିନବ ପ୍ରୟାସ ବାପୁଜୀଙ୍କ ସ୍ବପ୍ନଥିଲା ସ୍ବଚ୍ଛ ଭାରତ ଗଢିତୋଳିବାକୁ

f67925bf-5531-438c-9292-be465c604bb8
Share

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଏହି ଅବସରରେ ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି ତରଫରୁ ସ୍ତାନୀୟ ନୂଆ ବସଷ୍ଟେଣ୍ଡ ନିକଟ ଟେକ୍ସିଷ୍ଟାଣ୍ଡ ଠାରେ ଓ ଭାଲୁଗୁଡା କଲ୍ୟାଣ ମଣ୍ଡପ ଠାରେ ଏଭଳି ସହରର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ରଖାଯାଇଛି ଏଥିରେ ମାନ୍ୟବର ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ନଗର ମଣ୍ଡଳ ସଭାପତି ଗୋପୀନାଥ ସାହୁ,ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାତ ନାୟକ,ଜିଲ୍ଲା ସମ୍ପାଦକ ରାମ ନାୟକ,ଯୁବମେର୍ଚା ମିଲୁ ପଣ୍ଡା,ସତ୍ୟ ବେହେରା,ସନ ଭାଇ,ରାମହରି ସାହୁ,ଟିଙ୍କୁ ଭାଇ,ପୂର୍ଣ୍ଣ ଗଣ୍ଡ,ନିତୁ ଗଣ୍ଡ,ବାବୁ ଶର୍ମା,ଦିଲିପ ବିଶ୍ବାସ,ରାହୁଲ ଅଗ୍ରବାଲ ପ୍ରମୁଖ ଅନେକ ଭା ଜ ପା କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।