March 12, 2026

ମୋହନା ନିର୍ବାଚନ ମଣ୍ଡଳୀରେ ଚୋରା ମଦ ବ୍ୟବସାୟୀ କାର୍ଯ୍ୟନୁଷ୍ଠାନ ଭୟରେ ଛତ୍ର ଭଙ୍ଗ ଦେଲେ ..

IMG-20240901-WA0023
Share

ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗଡ, ରାୟଗଡ଼, ଆର. ଉଦୟଗିରି ଏବଂ ମୋହନା ବ୍ଲକ ଅନ୍ତର୍ଗତ ଥିବା ଘଞ୍ଜ ଜଙ୍ଗଲ ମଧ୍ୟରେ ଚୋରା ରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ବ୍ୟବସାୟୀ କାର୍ଯ୍ୟନୁଷ୍ଠାନ ଭୟରେ ଛତ୍ର ଭଙ୍ଗ ଦେଇଥିବା ଅଞ୍ଚଳବାସି ଙ୍କ ଠାରୁ ଶୁଣିବାକୁ ମିଳୁଛି। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଏବଂ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଏବଂ ଅବକାରୀ ବିଭାଗର କମିଶନର କଡ଼ା ନିର୍ଦ୍ଦେଶ ସହ କାର୍ଯ୍ୟନୁଷ୍ଠାନ ଭୟରେ ମଦ ପ୍ରସ୍ତୁତି ସାମଗ୍ରୀ ଗୁଡ଼ିକ ଛାଡ଼ି ଫେରାର ହୋଇଥିବା ବେଳେ ଆଉ ଚୋରା ମଦ ପ୍ରସ୍ତୁତି କରିବା ପାଇଁ ଇଚ୍ଛା କରୁନଥିବା ଶୁଣିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାରେ ମଦ ପିଇ ତିନି ଜଣ ମୃତ୍ୟୁ ବରଣ କରିଥିବାରୁ କାଳେ ଗଜପତି ଜିଲ୍ଲାରେ ପୁନରାବୃତ୍ତି ହେବ ଭାବି ଚୋରା ଦେଶୀ ମଦ ପ୍ରସ୍ତୁତି ବ୍ୟବସାୟୀ ମାନେ ବନ୍ଦ କରୁଥିବା କେତକ ଲୋକ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।