August 30, 2026

ପୁରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ବିଜେପି ତରଫରୁ “ଗାଁ କୁ ଚାଲ” ର ପ୍ରଶିକ୍ଷଣ ଶିବିର ଆୟୋଜନ…

yhgtu
Share

ମାନ୍ୟବର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ଡ଼ା ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ବାଇଧର ମଲିକ, ରମା ବଳିଆରସିଂ, ପ୍ରଭାତି ପରିଡା, ଅନିତା ପଟ୍ଟନାୟକ, ସୁରଥ ବିଶ୍ଵାଳ, ଓମ ପ୍ରକାଶ ମିଶ୍ର, ଦେବେନ୍ଦ୍ର ନାଥ ତରେଇ, ଶଙ୍କର ପରିଡା, ଉମାକାନ୍ତ ନାୟକ, ଅଧିକାର ନାୟକ, ନାରାୟଣ ପାତ୍ର, ପୂର୍ଣ୍ଣ ଓଝା, ରତିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଗରୀବ କଲ୍ୟାଣ ଯୋଜନା କୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ର ସମସ୍ତ ନେତୃତ୍ଵ ଙ୍କୁ ଦାୟୀତ୍ୱ ଦିଆଯାଇଛି ଯେ ସେମାନେ ପ୍ରଭାସ କରି ଲୋକ ମାନଙ୍କୁ ଏ ବିଷୟ ରେ ଜାଗୃତ କରିବେ ଏବଂ ଶାସକ ଦଳ ର ଦୁର୍ନୀତି କୁ ଉଜାଗର କରିବେ।।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)