ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥ୍ୟପ୍ରଯୁକ୍ତି ପ୍ରତିଷ୍ଠାନ ର ସ୍ଥାପନା ଦିବସ:୭୦ ଜଣ ଛାତ୍ର ଛାତ୍ରୀ କଲେ ରକ୍ତଦାନ
ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ତଥ୍ୟପ୍ରଯୁକ୍ତି ପ୍ରତିଷ୍ଠାନ (ସୁଇଟ)ର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବୁର୍ଲା ମେଡ଼ିକାଲର ରକ୍ତ ର ଆବଶ୍ୟକତାକୁ...