ଟାଙ୍ଗିଆପଡା ରେ ୪ ତମ ସାମାଜିକ ନାଟକ “ରାତିର କୁହୁଡି ସକାଳେ ଶେଷ “ଅନୁଷ୍ଠିତ::ଏକତା ଓ ଭାଇଚାରା ଭାବ ସୃଷ୍ଟି କରେ ଏହି ନାଟକ-ଅତିଥି
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଆପଡା ଗ୍ରାମର କେଦାରଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ଖଣ୍ଡେଶ୍ୱରୀ ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ " ରାତିର...