April 23, 2025

ସମାଚାର

ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ଅଞ୍ଚଳରୁ ପୁରୀ ଗଲା ୧୨ଟି ରଥକାଠ

ବୁଗୁଡ଼ା : ତା ୨୨/୦୪/୨୩ : ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାର ରଥ ନିର୍ମାଣ ସକାଶେ ଆଜି ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ଅଞ୍ଚଳରୁ ପୁରୀ ଅଭିମୁଖେ...

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ପୃଥିବୀ ଦିବସ ପାଳନ

ହାଟଡ଼ିହି,୨୨/୦୪   ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ମଧ୍ଯ ଇଂରାଜୀ ବିଦ୍ୟାଳୟର ସଭାଗୃହରେ ଚନ୍ଦନ ପଣ୍ଡାଙ୍କ ଆବାହକତ୍ବରେ ବିଶ୍ବ ପୃଥିବୀ ଦିବସ...

ବିଜେପି ନେତା ଗୋକୁଳାନନ୍ଦ ମଲ୍ଲିକ ଏବଂ ଦୀପକ ପ୍ରଧାନଙ୍କୁ ଗିରଫ ଦାବିରେ ବିଜେଡିର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ବୁଗୁଡ଼ା : ତା ୨୨/୦୪/୨୩ : ଏ ମାସର ଗତ ୧୭ ତାରିଖରେ ବିଜେପିର ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ସଭାପତି...

୫୪ତମ ପାର୍ଟି ପ୍ରତିଷ୍ଠା ଦିବସରେ ସଭା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

  ବ୍ରହ୍ମପୁର, ତା ୨୨/୦୪. ବିଶ୍ବ ସର୍ବହରା ନେତା ଭି ଆଇ ଲେନିନ ଙ୍କ ଜନ୍ମଦିବସ କୁ ସିପିଆଇ (ଏମ୍ ଏଲ୍) ପାର୍ଟି ପ୍ରତିଷ୍ଠା ଦିବସ ଭାବେ...

ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି କେନ୍ଦ୍ର ଠାରେ ଆଗମୀ ରଥଯାତ୍ରା ପାଇଁପ୍ରସ୍ତୁତିବୈଠକଅନୁଷ୍ଠିତ

ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି କେନ୍ଦ୍ର ଠାରେ ଆଗମୀ ରଥଯାତ୍ରା ପାଇଁପ୍ରସ୍ତୁତିବୈଠକଅନୁଷ୍ଠିତ ପାରଳାଖେମୁଣ୍ଡି:୨୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି...

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ କଂଗ୍ରେସ ଦଳର ବିକ୍ଷୋଭ ପ୍ରଦର୍ଶନ 

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ କଂଗ୍ରେସ ଦଳର ବିକ୍ଷୋଭ ପ୍ରଦର୍ଶନ   ପାରଳାଖେମୁଣ୍ଡି:୨୨/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା...

ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି କେନ୍ଦ୍ର ଠାରେ ଆଗମୀ ରଥଯାତ୍ରା ପାଇଁପ୍ରସ୍ତୁତିବୈଠକଅନୁଷ୍ଠିତ 

    ପାରଳାଖେମୁଣ୍ଡି:୨୨/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆସନ୍ତା ଜୁନ୍ ୨୦...

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ପ୍ରତିବାଦରେ କଂଗ୍ରେସ ଦଳର ବିକ୍ଷୋଭ ପ୍ରଦର୍ଶନ 

    ପାରଳାଖେମୁଣ୍ଡି:୨୨/୪(ଗରୁଡ଼ଧ୍ଵଜଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ ଓ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ...

ଆଜିର ଖବର

*╭───────────────────╮* *🌄ସକାଳର ଖବର, ୨୨-ଏପ୍ରିଲ-୨୦୨୩, ଶନିବାର* *╰───────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ଭଗବାନ ଶ୍ରୀରାମଲଲାଙ୍କ ଜଳାଭିଷେକ ପାଇଁ ୧୫୫ଟି ଦେଶର ନଦୀରୁ ଆସିଲା ପାଣି l...

ବୋଲଗଡ ପୂର୍ତ୍ତ ଡାକବଙ୍ଗଳାର ସାମ୍ପ୍ରସାରିତ ନୂତନ କୋଠl ଉଦଘାଟିତ। ବୋଲଗଡ଼, ୨୧/୪(ଉପାନ୍ତ ଓଡିଶା ):ରାଜ୍ୟ ପୂର୍ତ୍ତ ବିଭାଗ ଆର୍ଥିକ ସହାୟତାରେ ବୋଲଗଡ଼ ଡାକବଙ୍ଗଳlର ସାମ୍ପ୍ରସାରିତ ନୂତନ କୋଠlକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା କମିଟିର ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂମ୍ମାନୀତ ଅତିଥି ଭାବେରାଜ୍ୟ ବିଜେଡି ଯୁବ ସଭାପତି ଶୁଭକାନ୍ତ ମହାପାତ୍ର,ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ବୋଲଗଡ଼ ବ୍ଲକର ନବ ନିର୍ବାଚିତ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ସମସ୍ତ ଗ୍ରାମପଞ୍ଚୟତ ଅଞ୍ଚଳର ସର୍ବାଙ୍ଗୀନ ଉର୍ନ୍ନତି କାର୍ଯ୍ୟ ଶୀଘ୍ର କରାଯିବ ବୋଲି ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରତିଶୃତି ଦେଇଥିଲେ।

ବୋଲଗଡ଼, ୨୧/୪(ଉପାନ୍ତ ଓଡିଶା ):ରାଜ୍ୟ ପୂର୍ତ୍ତ ବିଭାଗ ଆର୍ଥିକ ସହାୟତାରେ ବୋଲଗଡ଼ ଡାକବଙ୍ଗଳlର ସାମ୍ପ୍ରସାରିତ ନୂତନ କୋଠlକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା...

You may have missed