ସାମୁହିକ ଶ୍ରମଦାନ ପାଇଁ ରାଷ୍ଟ୍ର କୁ ଆହ୍ବାନ ଦେଇଛନ୍ତି ୟଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ରାଷ୍ଟ୍ରପିତା ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅଭିନବ ପ୍ରୟାସ ବାପୁଜୀଙ୍କ ସ୍ବପ୍ନଥିଲା ସ୍ବଚ୍ଛ ଭାରତ ଗଢିତୋଳିବାକୁ
(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ) ଏହି ଅବସରରେ ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି ତରଫରୁ ସ୍ତାନୀୟ ନୂଆ ବସଷ୍ଟେଣ୍ଡ ନିକଟ ଟେକ୍ସିଷ୍ଟାଣ୍ଡ ଠାରେ...