November 26, 2024

ସମାଚାର

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୧୫ ତାରିଖ ୨୦୨୩ ମସିହା(ବୁଧବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୭୯* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଚୈତ୍ରମାସ-କୃଷ୍ଣପକ୍ଷ* *ତିଥି- ଅଷ୍ଟମୀ ରାତ୍ରି...

ଜଙ୍ଗଲରେ ନିଆଁ , ରାସ୍ତାରେ ମୟୁର , ଅଡୁଆରେ ବନ ବିଭାଗ 

    ବୁଗୁଡ଼ା : ତା ୧୪/୦୩/୨୩ : ସଂପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଅଗ୍ନିର ତାଣ୍ଡବ ଅହରହ ଚାଲିଥିବା ବେଳେ ବନ୍ଯଜନ୍ତୁଙ୍କ ସୁରକ୍ଷା ପ୍ରତି...

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ

  --ଗଜପତି ଜିଲ୍ଲା ମୋହନା ସଦର ମହକୁମା ଠାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ...

ଏପ୍ରିଲ ୧ରେ ମୋହନା ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସ୍ତରୀୟ ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀରେ ନିଷ୍ପତି 

    ପାରଳାଖେମୁଣ୍ଡି:୧୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ତଥା ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ଆସନ୍ତା ଏପ୍ରିଲ ୧ରେ ଗଜପତି ଜିଲ୍ଲା ସମ୍ମିଳନୀ ମୋହନାଠାରେ...

ଗଜପତି ଜିଲ୍ଲା ଗୁମ୍ମାବ୍ଲକରରଗିଡ଼ିପଞ୍ଚାୟତ କାର୍ଯ୍ୟାଳୟ ଠାରେ ସଂଯୁକ୍ତଜନଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ 

    ପାରଳାଖେମୁଣ୍ଡି:୧୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ରାଗିଡି ଗ୍ରାମ ପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ...

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସଭା ଗୃହ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

    ପାରଳାଖେମୁଣ୍ଡି:୧୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସଭା ଗୃହ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ...

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମର ଦାଦନ ଶ୍ରମିକ ଅଶୋକ ଗୌଡ ହାଇଦ୍ରାବାଦରୁ ନିଖୋଜ ..ଥାନାରେ ଏତଲା

  ପାରଳାଖେମୁଣ୍ଡି:୧୪/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗାଁର ବୁଲୁ ଗୌଡଙ୍କ ବଡ଼ପୁଅ ଅଶୋକ ଗୌଡ(୧୯) ପରିବାର ପ୍ରତିପୋଷଣ ପାଇଁ କୁଲି...

ଆଜିର ଖବର

*╭───────────────────╮* *🌄ସକାଳର ଖବର, ୧୪-ମାର୍ଚ୍ଚ-୨୦୨୩, ମଙ୍ଗଳବାର* *╰───────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ସ୍କୁଲ ୟୁନିଫର୍ମ ଓ ଅନ୍ୟାନ୍ୟ ସହାୟକ ସାମଗ୍ରୀ ବାବଦରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଅର୍ଥ ହେଲା ବୃଦ୍ଧି l...

କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ଗ୍ରାମ ଦେଵୀ ମା ଶୀତଳା ଠାକୁରାଣୀ ଙ୍କ ଘଟ ଯାତ୍ରା

  କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ଗ୍ରାମ ଦେଵୀ ମା ଶୀତଳା ଠାକୁରାଣୀ ଙ୍କ ଘଟ ଯାତ୍ରା ଉପ ଲକ୍ଷେ ଆଜି ସନ୍ଧ୍ୟା ସାଡ଼େ ସାତ ଘଣ୍ଟା...

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୧୪ ତାରିଖ ୨୦୨୩ ମସିହା(ମଙ୍ଗଳବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୭୯* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଚୈତ୍ରମାସ-କୃଷ୍ଣପକ୍ଷ* *ତିଥି- ସପ୍ତମୀ ରାତ୍ରି...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.