November 26, 2024

ସମାଚାର

ପାରଳାଖେମୁଣ୍ଡିଠାରେ ଗଜପତି ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

  ପାରଳାଖେମୁଣ୍ଡି:୨୧/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ବିଜୁ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି...

ଆଜିର ରାଶିଫଳ

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୨୨ ତାରିଖ ୨୦୨୩ ମସିହା(ବୁଧବାର)* *ଶକାବ୍ଦ -୧୯୪୪* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ଅନଳ* *ଚୈତ୍ରମାସ-ଶୁକ୍ଳପକ୍ଷ* *ତିଥି- ପ୍ରତିପଦ ରାତ୍ରି...

ତିନି ଦିନିଆ ଓଡିଶା ଗସ୍ତରେ ପଞ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦି

--ତିନି ଦିନିଆ ଗସ୍ତରେ ଆସି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପୁରୀ ରେ ପହଚିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଆଶିଷ ଲାଭ...

ଭଗବତ ଚାରିଟେବୁଲ ଟ୍ରଷ୍ଟ୍,ବୈକୁଣ୍ଠ ନଗର ୧ମ ଗଳି,ବ୍ରହ୍ମପୁର,ଗଞ୍ଜାମ

ଭଗବତ ଚାରିଟେବୁଲ ଟ୍ରଷ୍ଟ୍,ବୈକୁଣ୍ଠ ନଗର ୧ମ ଗଳି,ବ୍ରହ୍ମପୁର,ଗଞ୍ଜାମ। ପୁରୀ ବାଲିସାହି ,ମଙ୍ଗଳାବାଗ ,ଝାଡେଶ୍ବର କଲୋନିରେ ସମ୍କଳ୍ପ ଫାଉଣ୍ଡେସନର ଟ୍ରଷ୍ଟରେ ୧୭ଜଣ ଅନ୍ତେବାସି ଓ ଅନ୍ତେବାସିନୀଙ୍କ ସହ ଏକ...

ରାଜରାସ୍ତାରେ ହମ୍ପ ଯୋଗୁଁ ଅନେକ ଦୁର୍ଘଟଣା, ବହୁ ଜଣ ଆହତ

ବୁଗୁଡ଼ା : ତା ୨୧/୦୩/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ କଦମ୍ବ ମଠ ନିକଟ ବୁଗୁଡ଼ା-ନୟାଗଡ ରାଜରାସ୍ତାରେ ବିନା ସଙ୍କେତରେ କରାଯାଇଥିବା ହମ୍ପ ଯୋଗୁଁ ଅନେକ ଯାନବାହାନ...

ଆଗକୁ ଆସୁଛି ଦଣ୍ଡ ଯାତ୍ରା ,ନାଟକ ରିହର୍ସାଲରେ ମସଗୁଲ କଳାକାର 

ବୁଗୁଡ଼ା : ତା ୨୧/୦୩/୨୩ : ଆଗକୁ ଆସୁଛି ଦଣ୍ଡ ଯାତ୍ରା । ମା'ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ । ଏଥି ପାଇଁ...

ଜିଲ୍ଲା ସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

  ପାରଳାଖେମୁଣ୍ଡି ତା.୨୧.୦୩.୨୦୨୩   ଗଜପତି ଜିଲ୍ଲା ସ୍ଥାନୀୟ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି | ଏହି ଶିବିର...

ବିଶ୍ବ ଜଙ୍ଗଲ ଦିବସର ବାର୍ତ୍ତା = ପ୍ରକୃତି ସୁସ୍ଥ ରହିଲେ ଜଙ୍ଗଲ ସୁସ୍ଥ ରହିବ

ଅସ୍ତରଙ୍ଗ,,= ଜାହାନିଆଁ ପୀଠ ଠାରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ , ଜିଲ୍ଲା ପ୍ରକଳ୍ପ ପରିଚାଳନା ସଂସ୍ଥା, ଓ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ଉଦ୍ୟମ ଏବଂ ସ୍ୱାଦ-ଏକ୍ରିକ୍ ଟିମର...

ସୌନ୍ଦଯର୍ୟକରଣ ନାଁରେ କୋଟି କୋଟି ଟଙ୍କା ବ୍ୟୟ କାହା ସ୍ବାଥିରେ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ସମାଧିନ କରିବାରେ ବିଇଏମ୍ସି ବିଫଳ : ରବି ରଥ ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଛଅ ଦଫା ଦାବିନେଇ ମହାନଗର ନିଗମ ଆଗରେ ବିକ୍ଷୋଭ

  ବ୍ରହ୍ମପୁର,21/3 : ସୌନ୍ଦଯର୍ୟକରଣ ନାଁରେ ବିଇଏମସି କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବଳ ବ୍ରହ୍ମପୁରବାସୀଙ୍କୁ ମୌଳିକ ସମସ୍ୟା ସମାଧିନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.