ବିରାଟ କାୟ ଲୁହାଖଣ୍ଡ ସମୁଦ୍ର ବେଳାଭୂମିରୁ ଉଦ୍ଧାର।

IMG-20250525-WA0003
Share

 

ଭୋଗରାଇ ( ଦେବାଶିଷ ଦାଶ )

ସମୁଦ୍ର ବେଳାଭୂମିରେ ଲାଗିଲା ବିରାଟ କାୟ ଲୁହାଖଣ୍ଡ, ପୋଲିସ ର ତଦନ୍ତ ଜାରୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ସମୁଦ୍ର କୁଳ ରେ ଲାଗିଛି ବିରାଟ ଲୁହା ଖଣ୍ଡ, ଗଭୀର ସମୁଦ୍ର ରେ ଜାହାଜର ଦିଗ ନିର୍ଣୟ ପାଇଁ ବ୍ୟବହାର କରାଯାଇ ଥାଏ, ମତ୍ସ ଯିବି ମାନେ ଏହାକୁ ବୟା ବୋଲି କହନ୍ତି, ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ପ୍ରବଳ ଜମିଛି, ଖବର ପାଇଁ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି। ଭଗ୍ନାବଶେଷ କଉଠି ଆସିଲା ତଦନ୍ତ ପରେ ଗୁମର ଫିଟିବ।